ରଘୁବଂଶ ପ୍ରସାଦ ସିଂଙ୍କ ଶେଷ ଚିଠିରେ ଥିବା ଭାବନାକୁ ପୂରଣ କରାଯିବ:ପ୍ରଧାନମନ୍ତ୍ରୀ ମୋଦୀ, ଚିଠିରେ ସେ ଲେଖିଥିଲେ କଣ…
ବିହାରରେ ତିନୋଟି ପେଟ୍ରୋଲିୟମ ପ୍ରକଳ୍ପର ଉଦଘାଟନ ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ଜରିଆରେ ବିହାର (Bihar) ରେ ତିନୋଟି ପ୍ରମୁଖ ପେଟ୍ରୋଲିୟମ କ୍ଷେତ୍ର ପ୍ରକଳ୍ପର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ସେ ରଘୁବଂଶ ପ୍ରସାଦଙ୍କୁ ସମସ୍ୟା ସହ ଜଡିତ ଏବଂ ଦାରିଦ୍ର୍ୟକୁ ବୁଝୁଥିବା ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ବିହାରରେ ତିନିଟି…
