Home » BILL GATES
Mukesh-Ambani_reliance

Mukesh Ambani: ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଗୋଟିଏ ଦିନରେ ୨୨ ହଜାର କୋଟି ଟଙ୍କା ବୃଦ୍ଧି

ମୁମ୍ବାଇ: ଶୁକ୍ରବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited) ସେୟାର (Share) ରେ ବୃଦ୍ଧି ହେତୁ ମୁକେଶ ଅମ୍ବାନୀ (Mukesh Ambani) ଙ୍କ ନିଟ୍ ମୂଲ୍ୟ ୩.୦୩ ବିଲିୟନ ଡ଼ଲାର୍ ଭାରତୀୟ ମୁଦ୍ରାରେ ପ୍ରାୟ ୨୨ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି। ଶୁକ୍ରବାର ସକାଳେ ତାଙ୍କୁ ବିଶ୍ଵ (World) ର ସମ୍ଭ୍ରାନ୍ତ ତାଲିକାର ଶ୍ରେଷ୍ଠ ୧୦ ତାଲିକାରୁ ବାଦ ଦିଆଯାଇଥିଲା, କିନ୍ତୁ ସନ୍ଧ୍ୟା ସୁଦ୍ଧା ସେ ପୁନର୍ବାର ଶ୍ରେଷ୍ଠ ଦଶରେ ସ୍ଥାନ ପାଇବାରେ…

Read More
twitter-it

ବିଖ୍ୟାତ ଲୋକଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକିଂ ଅଭିଯୋଗରେ ତିନି ଅଭିଯୁକ୍ତ ଗିରଫ

ୱାଶିଂଟନ୍ : ଗତ କିଛିଦିନ ତଳେ ଓବାମା, ବିଡେନ,ବିଲ ଗେଟସ ସମେତ ଅନେକ ବିଶ୍ଵସ୍ତରୀୟ ବ୍ୟକ୍ତିମାନଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାଣ୍ଡେଲକୁ ହ୍ୟାକ୍ ଘଟଣା  ସାରା ବିଶ୍ଵରେ ହଇଚଇ ସୃଷ୍ଟି ହୋଇଥିଲା।  ଏହି ଘଟଣାରେ ଶୁକ୍ରବାର ଦିନ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନେ ହେଲେ  ବ୍ରିଟେନର ୧୯ ବର୍ଷିୟ ମେସନ୍ ଶେପର୍ଡ ଯେ କି ଅନଲାଇନରେ  ଚିୱନ୍  ନାମରେ ପରିଚିତ , ୧୭ ବର୍ଷିୟ ଗ୍ରାହାମ୍ ଇଭାନ୍ କ୍ଲାର୍କ ଓ ଅର୍ଲାଣ୍ଡୋର…

Read More