Blast: ପାକିସ୍ତାନର ପେଶୱାରର ମଦ୍ରାସା ନିକଟରେ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ, ୭୦ ଆହତ
ପେଶୱାର: ପାକିସ୍ତାନର ପେଶୱାର (Peshawar ) ର ଡାର କଲୋନୀରେ ବିସ୍ଫୋରଣ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ମଦ୍ରାସା ନିକଟରେ ହୋଇଥିବା ବିସ୍ଫୋରଣରେ ଅତି କମରେ ୭୦ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ବିସ୍ଫୋରଣର କାରଣ ଜାଣିବା ପାଇଁ ମଧ୍ୟ ଅନୁସନ୍ଧାନ ଚାଲିଥିବା ବେଳେ ବିସ୍ଫୋରଣରେ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ବ୍ୟବହୃତ ହୋଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି। ଏହି ଅଞ୍ଚଳକୁ କର୍ଡନ…
