Home » BMC Bhubaneswar
bmc mask

BMC: ଏଥର ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ୱର: Mask wearing compulsory in BMC area Bhubaneswarଓଡ଼ିଶାରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ (Odisha Coronavirus)। ସବୁଠାରୁ ଖୋର୍ଦ୍ଧା ଜିଲ୍ଲା ଅଧିକ କରୋନା ପ୍ରବଣ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ଵର ମହାନଗର ନିଗମ (BMC) ପକ୍ଷରୁ ସର୍ବସାଧାରଣ ସ୍ଥାନରେ ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିଷ୍ପତ୍ତି ନେଇଛି। ମାସ୍କ ପିନ୍ଧିବା ସହ ସାମାଜିକ ଦ୍ୱରତା ପାଳନ କରିବାକୁ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ସୂଚନା ଅନୁସାରେ ଭୁବନେଶ୍ୱର ରହୁଥିଲେ କିମ୍ବା ବାହାରୁ…

Read More
diwali

Diwali: ବିନ୍ଦୁସାଗରରେ ଏବର୍ଷ ପୟାଶ୍ରାଦ୍ଧ ଓ ପିଣ୍ଡଦାନ ନିଷେଧ; ସାକ୍ଷୀଗୋପାଳରେ ଅଁଳା ନବମୀ ଦର୍ଶନକୁ ବନ୍ଦ

ଭୁବନେଶ୍ଵର:  ଆସନ୍ତା କାଲି ଦୀପାବଳି (Diwali) ଅମାବାସ୍ୟା ଅବସରରେ ପୁରୀ ଶ୍ରୀମନ୍ଦିର (Puri Srimandir) ସମ୍ମୁଖ ସିଂହଦ୍ୱାର ନିକଟରେ କାଉଁରିଆ କାଠି ଜଳାଇ ବଡ଼ବଡ଼ିଆ ଡାକିବା ନିମନ୍ତେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ପରି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ପୟା ଶ୍ରାଦ୍ଧ ଦେବା ପରେ ସିଂହଦ୍ୱାରା ସମ୍ମୁଖସ୍ଥ ବଡ଼ଦାଣ୍ଡରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଥାନ୍ତି। ଧୂଆଁଯୋଗୁଁ ବାୟୁ ପ୍ରଦୁଷଣ ଏବଂ ଚଳିତ ଶୀତ ଋତୁରେ କରୋନା (Corona) ସଂକ୍ରମଣ ଅଧିକ…

Read More