Bonus: ରେଳବାଇ କର୍ମଚାରୀଙ୍କୁ ୭୮ ଦିନର ମଜୁରି ସମକକ୍ଷ ବୋନସ, ୧୧.୫୮ ଲକ୍ଷ ରେଳ କର୍ମଚାରୀ ଉପକୃତ
ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରାୟ ୧୧.୫୮ ଲକ୍ଷ ଅଣଗେଜେଟେଡ ରେଳବାଇ କର୍ମଚାରୀ ୭୮ ଦିନର ମଜୁରି ସମକକ୍ଷ ଉତ୍ପାଦନଭିତ୍ତିକ ବୋନସ ପାଇବେ। ଏହି ବୋନସର ମୋଟ ପରିମାଣ ୨୦୮୧.୬୮ କୋଟି ଟଙ୍କା। ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରେଳବାଇ ମନ୍ତ୍ରଣାଳୟର ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଆରପିଏଫ୍ ଓ ଆରପିଏସ୍ଏଫ୍ କର୍ମଚାରୀଙ୍କ ବ୍ୟତୀତ ଆଉ ସବୁ ଅଣଗେଜେଟେଡ ରେଳ କର୍ମଚାରୀ ଏହି ଉତ୍ପାଦନ ଭିତ୍ତିକ ବୋନସ ପାଇବେ। ସଂପୃକ୍ତ କର୍ମଚାରୀଙ୍କୁ ୭୮…
