Talcher News: MCL ର ବଳରାମ କୋଇଲା ଖଣି କାର୍ଯ୍ୟାଳୟରେ ସିବିଆଇ ଚଢ଼ଉ, ଜଣେ ଗିରଫ
ତାଳଚେର: Talcher MCL News ପୁଣି ତାଳଚେର କୋଇଲା ଖଣି ଅଞ୍ଚଳରେ ପଶିଲା ସିବିଆଇ (CBI)। ଗତକାଲି ଏମ୍ସିଏଲ୍ର ବଳରାମ କୋଇଲା ଖଣି (Balaram Coal Mines Office) କାର୍ଯ୍ୟାଳୟରେ ସିବିଆଇ ଚଢ଼ଉ କରିଛି। ସୂଚନା ଅନୁସାରେ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କଠାରୁ ଲାଞ୍ଚ ନେବାବେଳେ ଜଣେ ସୁରକ୍ଷା ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ବଳରାମ କୋଇଲା ଖଣିର ସୁରକ୍ଷା ଅଧିକାରୀ ଜୟନ୍ତ ବାରିକ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କର ଓଭର୍ ଟାଇମ୍ (Over Time) ବଢ଼ାଇ…
