Home » CBSE HUNDRED PERCENT
cbse schools reopens mahimalive

CBSE :ଅକ୍ଟୋବର ୧୫ରୁ ସିବିଏସ୍‍ଇ ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ, ମହାବିଦ୍ୟାଳୟ ଖୋଲିବା ପାଇଁ ସ୍କୁଲକୁ ଚିଠି

ନୂଆଦିଲ୍ଲୀ : ଚଳିତ ଅକ୍ଟୋବର ୧୫ ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ନିୟମାବଳୀ ଜାରି କରାଯାଇଛି। ଜାରି ହୋଇଥିବା ଏହି ନିୟମାବଳୀକୁ ମାନି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ, ସିବିଏସ୍‍ଇ (CBSE) ଦ୍ୱାରା ଅନୁବନ୍ଧିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳଗୁଡ଼ିକୁ ଖୋଲିବା ପାଇଁ ସିବିଏସ୍‍ଇ ପକ୍ଷରୁ ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଅବଗତ କରାଯାଇଛି।…

Read More

ଲକ୍ଷ୍ନୌ ଝିଅ ଦିବ୍ୟାଂଶୀ ଜୈନ ସିବିଏସଇ ପରୀକ୍ଷାରେ ରଖିଲେ ଶତ ପ୍ରତିଶତ ନମ୍ବର

ଲକ୍ଷ୍ନୌ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ଶ୍ରେଣୀ ଫଳାଫଳ ଘୋଷଣା କରିଛି। ଏଥି ସହିତ ପୁଅମାନଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ସିବିଏସ୍ଇ କ୍ଲାସ୍ ୧୨ ଫଳାଫଳ ୨୦୨୦ ରେ ଶତ ପ୍ରତିଶତ ନମ୍ବର ରଖିଛନ୍ତି ଲକ୍ଷୌର ଦିବ୍ୟାଂଶୀ ଜୌନ। ସେ ନିକଟରେ ପ୍ରକାଶ ପାଇଥିବା ଦ୍ୱାଦଶ ପରୀକ୍ଷାରେ ୬୦୦ ନମ୍ବରରୁ ୬୦୦ ରଖି ଇତିହାସ ସୃଷ୍ଟି କରିଛନ୍ତି। କୋଭିଡ଼-୧୯ ମହାମାରୀ କାରଣରୁ ଭୂଗୋଳ ପରୀକ୍ଷା ବାତିଲ ହୋଇଥିଲ। ଦିବ୍ୟାଂଶୀ ନବୟୁଗ…

Read More