KV Admission: ଏଥର ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ଅନ୍ଲାଇନ୍ ପଞ୍ଜିକରଣ, ଅନ୍ୟ କ୍ଳାସ ପାଇଁ ଅଫଲାଇନ, ଏପ୍ରିଲ ୧ରୁ ଆରମ୍ଭ
ନୂଆଦିଲ୍ଲୀ: ୨୦୨୧-୨୦୨୨ ଶିକ୍ଷାବର୍ଷ (Session 2021-2022 ) ଲାଗି କେନ୍ଦ୍ରୀୟ ବିଦ୍ୟାଳୟ (Kendriya Vidyalaya) ରେ ପ୍ରଥମ ଶ୍ରେଣୀ (Class-1) ରେ ନାମ ଲେଖାଇବା ପାଇଁ ୧ ଏପ୍ରିଲ, ୨୦୨୧ରୁ ଅନଲାଇନ୍ ପଞ୍ଜିକରଣ (Online Registration) ଆରମ୍ଭ ହେବ ଏବଂ ଦ୍ୱିତୀୟ ଶ୍ରେଣୀ ଏବଂ ତଦୁର୍ଦ୍ଧ ପାଇଁ ୮ଏପ୍ରିଲ୍ ୨୦୨୧ରୁ ଅଫଲାଇନ ପଞ୍ଜିକରଣ ହେବ। ପ୍ରଥମ ଶ୍ରେଣୀ ପାଇଁ ଅନଲାଇନ୍ ପଞ୍ଜିକରଣ ୧ଏପ୍ରିଲ୍ ୨୦୨୧ ସକାଳ ୧୦ଟାରୁ ଆରମ୍ଭ ହେବ ଏବଂ ୧୯ ଏପ୍ରିଲ ୨୦୨୧ ସଂଧ୍ୟା…
