ଭାରତରେ ଆପ୍ ବ୍ୟାନ ନିଷ୍ପତ୍ତିକୁ ନେଇ ଚୀନ୍ ବିଚଳିତ, କହୁଛି କିଛି ଭଲ ହେଲାନି,ଆମ ସ୍ୱାର୍ଥର କ୍ଷତି
ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ପ୍ରାଥମିକତା ଦର୍ଶାଇ ଭାରତ ସରକାର ଗତକାଲି ସେପ୍ଟେମ୍ବର ୨ ତାରିଖରେ ୧୧୮ ଟି ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତିନିମାସ ମଧ୍ୟରେ ଭାରତ ସରକାର ଅନେକ ମୋବାଇଲ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ଚୀନ୍ର ବିବୃତ୍ତି ଆସିଛି। ଚୀନ୍ ପକ୍ଷରୁ କୁହାଯାଇଛି ଯେ ଏହା ଚିନ୍ତାର ବିଷୟ ଏବଂ ଏହା ଚାଇନାର ବ୍ୟବସାୟୀଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ (Reuters )ଚାଇନାର ବାଣିଜ୍ୟ ମନ୍ତ୍ରଣାଳୟର ଉଦ୍ଧେଶ୍ୟରେ କହିଛି…
