ଟିକ ଟକ ସହିତ ୫୯ ଚୀନ ଆପ୍ ବ୍ୟାନ
ସୀମାନ୍ତରେ ଚୀନ ସହିତ ଭାରତ ର ତିକ୍ତତା ଜାରି ରହିଥିବାବେଳେ, ବ୍ୟକ୍ତି ର ଡାଟା ଓ ଗୋପନୀୟତା ର ସୁରକ୍ଷା କୁ ନେଇ ସମ୍ପୃକ୍ତ ଚୀନ ଆପ କୁ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଟିକ୍ ଟକ୍ ସମେତ ୫୯ ଟି ଚାଇନିଜ୍ ଆପ୍ ଉପରେ ସରକାର ନିଷେଧାଦେଶ ଘୋଷଣା କରିବେ। ସେନ୍ସର ଟାୱାରର ରିପୋର୍ଟ ଅନୁଯାୟୀ, ଭାରତ ରେ ସବୁଠାରୁ ବେଶୀ ଥର ଟିକଟକ ଡାଉନଲୋଡ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ଟିକଟକ…
