Home » COAL INDIA LIMITED
Coal India Ltd & Unions ink MoU Recommending Minimum Guaranteed Benefit to Employees

Coal India Ltd MGB 19 Percent: କୋଲ ଇଣ୍ଡିଆ କର୍ମଚାରୀଙ୍କୁ ମିଳିବ;୧୯ % ସର୍ବନିମ୍ନ ଗ୍ୟାରେଣ୍ଟି ଲାଭ, ପାଇବେ ୨.୩୮ ଲକ୍ଷ କର୍ମଚାରୀ

ତାଳଚେର: Coal India Ltd MGB 19 Percent କୋଲ ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଆଜି ଖୁସି ଖବର ମିଳିଛି। ମଜୁରୀ ବୋର୍ଡ ଏବଂ କୋଲ ଇଣ୍ଡିଆ ଲିମିଟେଡ୍ (CIL) ଏବଂ ଚାରିଟି କର୍ମଚାରୀ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ବିଏମ୍ଏସ୍, ଏଚ୍ଏମ୍ଏସ୍, ଏଆଇଟିୟୁସି ଏବଂ ସିଇଟିୟୁ (BMS, HMS, AITUC and CITU) ରେ ଆଜି ୩ ଜାନୁଆରୀ ବୁଧବାର ଏକ ମେମୋରେଣ୍ଡମ୍ (MoU) ହୋଇଛି। ବୁଝାମଣା ପତ୍ର ଅନୁସାରେ ୧୯% ସର୍ବନିମ୍ନ ଗ୍ୟାରେଣ୍ଟି ଲାଭ (Coal…

Read More
Coal India Ltd & Unions ink MoU Recommending Minimum Guaranteed Benefit to Employees

E-auction Coal Mines: ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ନିଲାମ, ମିଳିଲା ବେଦାନ୍ତକୁ

ନୂଆଦିଲ୍ଲୀ: E-auction Coal Mines of Odisha Ghogharpalli and its Dip Extension mines are situated in Sundergargh ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଘୋଗରପାଲି ଏବଂ ଘୋଗରପାଲି ଡିପ୍‌ ସାଇଡ୍‌ କୋଇଲା ଖଣି ( Ghogharpalli and Ghogharpalli Dip…

Read More
coal_mines_odisha

E-auction Coal Mines: ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି

ନୂଆଦିଲ୍ଲୀ: E-auction Coal Mines of Odisha Rampia and dip side of Rampia ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଉଛି ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌ କୋଇଲା ଖଣି (Rampia and dip…

Read More
Talcher_fertiliser

Talcher Fertiliser Ltd: ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ରମନ୍ତୀଙ୍କ ଗୁରୁତ୍ୱ

ତାଳଚେର:Talcher Fertiliser Ltd Progress News କେନ୍ଦ୍ର ସାର ଓ ରସାୟନ, ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ (Union Minister of State for Chemicals and Fertilizers) ଶ୍ରୀ ଭଗୱନ୍ତ ଖୁବା (Bhagawanth Khuba) ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି।  ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଧରି କେନ୍ଦ୍ର ମନ୍ତ୍ରୀ ତାଳଚେର ଠାରେ ସାର କାରଖାନା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି…

Read More
dillip ray

Coal Scam: କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲୀପ ରାୟଙ୍କୁ ୩ ବର୍ଷ ଜେଲ; ମିଳିଲା ଜାମିନ

ନୂଆଦିଲ୍ଲୀ: ଆଜି ରାୟ ଶୁଣାଇଛନ୍ତି ସ୍ପେଶାଲ ସିବିଆଇ କୋର୍ଟ (CBI Court)। କୋଇଲା ଖଣି ଆବଣ୍ଟନ ଦୁର୍ନୀତି (Coal Scam) ମାମଲାରେ ପୂର୍ବତନ କୋଇଲା ଖଣି ମନ୍ତ୍ରୀ ଦିଲ୍ଲୀପ ରାୟ(Dillip Ray) ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ। ଦିଲ୍ଲୀପ ରାୟଙ୍କ ସହ ଅନ୍ୟ ତିନି ଜଣ ଦୋଷୀଙ୍କୁ ମଧ୍ୟ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିୟମିତତା…

Read More
coal

Coal India: କୋଲ ଇଣ୍ଡିଆ କର୍ମଚାରୀ ୬୮୫୦୦ ଟଙ୍କା ବୋନସ ପାଇବେ, ଅକ୍ଟୋବର ୨୨ ସୁଦ୍ଧା ପ୍ରଦାନ

ନୂଆଦିଲ୍ଲୀ: କୋଇଲା ଇଣ୍ଡିଆ (Coal India) ର ପ୍ରାୟ ୨ଲକ୍ଷ ୭୦ ହଜାର କର୍ମଚାରୀ (Non –Executive) ୬୮ ହଜାର ୫୦୦ ଟଙ୍କା ବୋନସ ପାଇବେ। କର୍ମଚାରୀଙ୍କୁ ଚଳିତ ୨୨ଅକ୍ଟୋବର ସୁଦ୍ଧା ବୋନସ୍ ପ୍ରଦାନ କରାଯିବ। ବୋନସ ଉପରେ ପ୍ରାୟ ୧୭ ଶହକୋଟି ଟଙ୍କା ପ୍ରଦାନ କରାଯିବ। ରାଞ୍ଚିରେ କୋଇଲା ଇଣ୍ଡିଆ ଷ୍ଟାଣ୍ଡାର୍ଡାଇଜେସନ୍ କମିଟି  ର ଏକ ବ ବୈଠକ  ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ପରିଚାଳନା ଏବଂ ବିଭିନ୍ନ ସଂଘର ନେତାମାନେ ଉପସ୍ଥିତ ଥିଲେ। ଗତ…

Read More
dillip ray

Coal Scam: ଦିଲ୍ଲୀପ ରାୟଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ: CBI

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ): କୋଇଲା ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ (Dillip Ray) ଙ୍କ ଦଣ୍ଡବିଧାନ ଆସନ୍ତା ଅକ୍ଟୋବର ୨୬ତାରିଖକୁ ଘୁଞ୍ଚାଇଦିଆଯାଇଛି। ଏହି ମାମଲାର ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସ୍ୱତନ୍ତ୍ର କୋର୍ଟର ଜଜ୍‍ ଭାରତ ପରାସର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଦୋଷୀ କୋଭିଡ-୧୯ ପ୍ରତିଷେଧକ ସହ ହଜାରହେବାକୁ କୁହାଯାଇଛି। ଦିଲ୍ଲୀପଙ୍କ ସମେତ ୩ବରିଷ୍ଠ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସବୁଠୁ ବଡ କଥା ହେଲା…

Read More
dillip ray

Coal Block Scam: ପୂର୍ବତନ କୋଇଲା ମନ୍ତ୍ରୀ ଦିଲୀପ ରାୟ ଦୋଷୀ :CBI Court

ନୂଆଦିଲ୍ଲୀ (ମହିମା ଲାଇଭ ବ୍ୟୁରୋ) : କୋଇଲା ବ୍ଲକ (Coal Block) ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ଵତନ୍ତ୍ର ସିବିଆଇ (CBI) କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟ (Dillip Ray)ଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତି। କୋଇଲା ଦୁର୍ନୀତି ମାମଲାର ପ୍ରଥମ ମନ୍ତ୍ରୀ ଭାବେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ଶୁଣାଣିରେ ଦଣ୍ଡାଦେଶ ଘୋଷଣା ହେବ। ସୂଚନଯୋଗ୍ୟ, ୧୯୯୯ରେ ବାଜପେୟୀ ସରକାରରେ ଦିଲୀପ ରାୟ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିବାବେଳେ କାଷ୍ଟ୍ରନ ଟେକନଲୋଜିକୁ…

Read More
Coal India

କୋଲ ଇଣ୍ଡିଆ ୫୦୦ଟି ପ୍ରକଳ୍ପରେ ବିନିଯୋଗ କରିବ ୧.୨୨ଲକ୍ଷ କୋଟି:କେନ୍ଦ୍ର କୋଇଲା ମନ୍ତ୍ରୀ

ନୂଆଦିଲ୍ଲୀ:ଆଗାମୀ ୨୦୨୩-୨୪ସୁଦ୍ଧା ଏକ ବିଲିୟନ ଟନ କୋଇଲା ଉତ୍ପାଦନ କରି ଦେଶକୁ କୋଇଲା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ନିଷ୍ପତ୍ତି ହୋଇଛି। କୋଲ ଇଣ୍ଡିଆ ଲିମିଟେଡ (CIL) କୋଇଲା ଉତ୍ତୋଳନ ଭିତ୍ତିଭୂମି ଓ ପ୍ରକଳ୍ପ ବିକାଶ କ୍ଷେତ୍ରରେ ବୈଷୟିକ ଜ୍ଞାନର ଉପଯୋଗ କରି ୫୦୦ଟି ପ୍ରକଳ୍ପ ପାଇଁ ୧.୨୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ। ସିଆଇଏଲ ପକ୍ଷରୁ ଆୟୋଜିତ ଭିଡିଓ କନଫରେନ୍ସ ଜରିଆରେ ଏହାର ଅଂଶୀଦାରମାନଙ୍କୁ ସମ୍ବୋଧନ କରି କେନ୍ଦ୍ର କୋଇଲା ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ…

Read More

ଏମସିଏଲ ସହାୟତାରେ ୭୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ଓ ଏମସିଏଲ ମଧ୍ୟରେ ରାଜିନାମା

ସମ୍ବଲପୁର : କୋଭିଡ-୧୯ ବିରୋଧରେ ସଂଗ୍ରାମକୁ ସଶକ୍ତ କରିବା ଲକ୍ଷ୍ୟରେ ଝାରସୁଗୁଡାରେ ଏକ ଉତ୍ସର୍ଗୀକୃତ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରିବା ନିମନ୍ତେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ମହାନଦୀ କୋଲ୍ ଫିଲସ ଲିମିଟେଡ୍‌ଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ରାଜିନାମାସ୍ଵାକ୍ଷରିତ ହୋଇଛି। ଏହି ସ୍ଵାସ୍ଥ୍ୟନୁଷ୍ଠାନ ବିନାମୂଲ୍ୟରେ କୋଭିଡ୍ ରୋଗୀଙ୍କୁ ଚିକିତ୍ସା କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଶାପ୍ରକଟ କରିଛନ୍ତି। ମହାନଦୀ କୋଲଫିଲଡ଼ସ ଲିମିଟେଡ଼ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ବନ୍ଧବାହାଲ ଠାରେ ୭୦ଶଯ୍ୟା ବିଶିଷ୍ଟ…

Read More