Home » CRICKET SCORE

ENG v PAK ପ୍ରଥମ ଟେଷ୍ଟ: ଇଂଲଣ୍ଡ ପାକିସ୍ତାନକୁ ତିନି ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଅଗ୍ରଣୀ

ମଞ୍ଚେଷ୍ଟର: କ୍ରିକେଟ ଖେଳରେ କିଛିବି ସମ୍ଭବ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲୁଥିବା ଟେଷ୍ଟ କ୍ରିକେଟ ମ୍ୟାଚ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମ ଟେଷ୍ଟ ଜିତିବାର ସ୍ୱପ୍ନ ଦେଖୁଥିବା ପାକିସ୍ତାନ ସହିତ। ଘଟିଥିଲା।ଶୁକ୍ରବାର ପର୍ଯ୍ୟନ୍ତ, ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାକିସ୍ତାନର ହାତରେ ଥିଲା। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୨୭୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ଟାର୍ଗେଟକୁ ପଛରେ…

Read More

ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ବିଜୟ ଲକ୍ଷ୍ୟ ୩୯୯ ରନ୍, ବ୍ରଡ କୁ ୮ ୱିକେଟ

ମଞ୍ଚେଷ୍ଟର :ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଞ୍ଚେଷ୍ଟରରେ ଖେଳାଯାଉଛି। ମ୍ୟାଚ୍‌ର ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଇନିଂସ ୧୯୭ ରନ  ରେ ପଛରେ ଥିଲା। ପ୍ରଥମ ଇନିଂସରେ ୩୬୯ରନ୍ ସଂଗ୍ରହ କରିଥିବା ଇଂଲଣ୍ଡ ୧୭୨  ରନ୍ ରେ  ଅଗ୍ରଣୀ ହାସଲ କରିଥିଲା ଏବଂ ଦ୍ୱିତୀୟ ଇନିଂସରେ ଦ୍ରୁତ ରନ୍ ସ୍କୋର କରି ୨୨୬ ରେ ଇନିଂସ୍ ଘୋଷଣା କରିଥିଲେ ଏବଂ ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ବିରାଟ…

Read More

ସିରିଜ ର ଅନ୍ତିମ ଟେଷ୍ଟ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଂଲଣ୍ଡ ଆଗୁଆ

ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ମଞ୍ଚେଷ୍ଟରରେ ଖେଳାଯାଉଛି। କାରିବିଆନ୍ ଅଧିନାୟକ ଜେସନ୍ ହୋଲ୍ଡର ଟସ୍ ଜିତି ଏହି ମ୍ୟାଚରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ପ୍ରଥମ ଇନିଂସରେ ଇଂଲଣ୍ଡ ୩୬୯ ରନ୍ ସ୍କୋର କରିଛି।  ଇଂଲଣ୍ଡର ୩୬୯ରନ୍ ଜବାବରେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମ ଇନିଂସରେ ୬ ଟି…

Read More

ଇଂଲଣ୍ଡ ୧୧୩ ରନ ରେ ବିଜୟୀ, ସିରଜ ୧-୧ ରେ

ମଞ୍ଚେଷ୍ଟର: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍  ରେ ଇଂଲଣ୍ଡ ବିଜୟୀ ହୋଇଛି। ମଞ୍ଚେଷ୍ଟରରେ ଖେଳାଯାଇଥିବା ମ୍ୟାଚ୍‌ର ୫ମ ଦିନରେ ଇଂଲଣ୍ଡ ଦ୍ୱିତୀୟ ଇନିଂସ ଘୋଷଣା କରି ୧୨୯ ସ୍କୋର କରି ୱେଷ୍ଟଇଣ୍ଡିଜ ସମ୍ମୁଖରେ ଜିତିବା ପାଇଁ ୩୧୨ ରନ୍‌ର ଲକ୍ଷ୍ୟ ସ୍ଥିର କରିଥିଲା। କିନ୍ତୁ ଇଂଲଣ୍ଡ ବୋଲିଂ ର ସାମନା କରି ନପାରି ୱେଷ୍ଟ ଇଣ୍ଡିଜ ୧୯୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ବର୍ତ୍ତମାନ…

Read More

ବର୍ଷା ହେତୁ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଦିନ ଖେଳ ବନ୍ଦ

ମଞ୍ଚେଷ୍ଟର : ବର୍ଷା କାରଣରୁ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଶନିବାର ଖେଳ ହୋଇପାରି ନାହିଁ। ବର୍ତ୍ତମାନ ସିରିଜରେ ୦-୧ ପଛରେ ଥିବା ଇଂଲଣ୍ଡ ଦଳକୁ ସମାନ କରିବାକୁ ମାତ୍ର ଦୁଇ ଦିନ ସମୟ ଅଛି। ଶୁକ୍ରବାର ଦ୍ୱିତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ଗୋଟିଏ ୱିକେଟ୍ ପାଇଁ ୩୨ ରନ୍ ସଂଗ୍ରହ କରିଥିଲା। ଏହାପୂର୍ବରୁ ଆୟୋଜକ ଇଂଲଣ୍ଡ ୯ ୱିକେଟ୍ ହରାଇ…

Read More