DAC Approves: ୧୩ ହଜାର ୭୦୦ କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ (Defence Minister Shri Rajnath Singh) ଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC-Defence Acquisition Council) ବୈଠକରେ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ଲାଟଫର୍ମ ଉପକରଣ ଯନ୍ତ୍ରପାତି ଆଦି କ୍ରୟ ନିମନ୍ତେ ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୧୩ ହଜାର ୭୦୦ କୋଟି ଟଙ୍କା ମୂଲ୍ୟର ତିନୋଟି ଆବଶ୍ୟକତା ପୂରଣ ସହମତି (AON-Acceptance of Necessities)…
