Home » damaged

ମହାରାଷ୍ଟ୍ରର ନାସିକରେ ଭୂକମ୍ପ

ମୁମ୍ବାଇ:ଆଜି ମଙ୍ଗଳବାର ଅପରାହ୍ନ ୩ ଟା ସମୟରେ ମହାରାଷ୍ଟ୍ରର ନାସିକରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଆତଙ୍କରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(National Centre For seismology) ଅନୁଯାୟୀ ରିଚ୍ଟର ସ୍କେଲରେ 2.2 ଭୂମିକମ୍ପର ତୀବ୍ରତା ରେକର୍ଡ କରାଯାଇଛି। ସୂଚନାଯୋଗ୍ୟ, ଆଜିର ଭୂମିକମ୍ପକୁ ମିଶାଇ ଗତ ଜୁନ ମାସଠାରୁ ଆଜି ପର୍ଯ୍ୟନ୍ତ, ତିନିଥର ମହାରାଷ୍ଟ୍ର…

Read More