Agriculture Input Subsidy: ଚାଷୀଙ୍କୁ ମିଳିବ ୨ଶହ କୋଟି ଟଙ୍କାର ଇନ୍ପୁଟ୍ ସବସିଡି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: Agriculture Input Subsidy ଆଜି ମଙ୍ଗଳବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ପୀଡ଼ିତ ଚାଷୀଙ୍କୁ ୨ ଶହ କୋଟି ଟଙ୍କାର ଇନ୍ପୁଟ୍ ସବସିଡି ଦେବାକୁ ଘୋଷଣା କରାଯାଇଛି। ଏହି ୨୦୦ କୋଟି ଅର୍ଥ ରାଜ୍ୟ ସରକାର ନିଜ ରାଜକୋଷରୁ ପ୍ରଦାନ କରିବେ। ରିପୋର୍ଟ ଅନୁଯାୟୀ, ବର୍ଷା ଅଭାବରୁ ରାଜ୍ୟର ୧୨ଟି ଜିଲ୍ଲାର ୬୪ଟି ବ୍ଲକ୍ ସମେତ ୧୫ଟି ପୌରାଞ୍ଚଳରେ ପ୍ରାୟ ୨ ଲକ୍ଷ ୬୩…
