Home » Defence Minister Rajnath Singh
drdo_Quick _reaction

QRSAM: DRDO ଏବଂ Indian Army ଓଡିଶା ଉପକୂଳରୁ କୁଇକ ରିଆକ୍ସନ ମିଶାଇଲର ସଫଳତା ସହିତ ପରୀକ୍ଷଣ

ଭୁବନେଶ୍ଵର/ଚାନ୍ଦିପୁର: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଏବଂ ଭାରତୀୟ ସେନା (Indian Army) ଓଡ଼ିଶା ଉପକୂଳ (Odisha Coast) ର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ITR) ରୁ କୁଇକ୍‍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (Quick Reaction Surface to Air Missile- QRSAM) ବ୍ୟବସ୍ଥାର ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛନ୍ତି। ଭାରତୀୟ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଏହି ପରୀକ୍ଷା କରାଯାଇଥିଲା। ବିଭିନ୍ନ ପରିସ୍ଥିତିରେ…

Read More
DAC-APPROVES

DAC Approves: ୧୩ ହଜାର ୭୦୦ କୋଟି ଟଙ୍କା ମୂଲ୍ୟର ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ (Defence Minister Shri Rajnath Singh) ଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC-Defence Acquisition Council) ବୈଠକରେ ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର  ପ୍ଲାଟଫର୍ମ  ଉପକରଣ  ଯନ୍ତ୍ରପାତି ଆଦି କ୍ରୟ ନିମନ୍ତେ ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।   ୧୩ ହଜାର ୭୦୦ କୋଟି ଟଙ୍କା ମୂଲ୍ୟର ତିନୋଟି ଆବଶ୍ୟକତା ପୂରଣ ସହମତି  (AON-Acceptance of Necessities)…

Read More
qsram

QRSAM Test: ଚାନ୍ଦିପୂରରେ କ୍ୟୁଆର୍‍ଏସ୍‍ଏଏମ୍‍ ର ସଫଳ ପରୀକ୍ଷଣ

ବାଲେଶ୍ଵର: ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ତ୍ୱରିତ ପ୍ରତିକ୍ରିୟାଶୀଳ କ୍ଷେପଣାସ୍ତ୍ର କ୍ୟୁଆର୍‍ଏସ୍‍ଏଏମ୍‍ (Quick-reaction surface-to-air missile -QRSAM) ର ବାଲେଶ୍ୱର ଚାନ୍ଦିପୂର (Chandipur ) ସ୍ଥିତ ଆଇଟିଆର୍‍ ( Integrated Test Range) ୩ ନମ୍ବର ଲଞ୍ଚପ୍ୟାଡ୍‍ରୁ ଗତକାଲି ଅପରାହ୍ଣ ୩ଟା ୩୮ ମିନିଟ୍‍ରେ ସଫଳ ପରୀକ୍ଷଣ କରାଯାଇଛି। ସୂଚନାଯୋଗ୍ୟ ଯେ ଭାରତୀୟ ସେନାର ପ୍ରତିରକ୍ଷା କାର୍ଯ୍ୟକୁ ସଫଳ କରିବା ପାଇଁ ଏହାକୁ ବିକଶିତ କରାଯାଇଛି। ଏହା ଏକ ପାଇଲଟ୍‍ ବିହୀନ ବିମାନକୁ ମଧ୍ୟମ ଦୂରତା ଓ ଉଚ୍ଚତାରେ ଲକ୍ଷ୍ୟଭେଦ…

Read More
2+2-ministerial-dialogue

2 + 2 Dialogue: UNSC ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିବାକୁ ପମ୍ପିଓଙ୍କ ପ୍ରତିଶୃତି; BECA ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତି (Basic Exchange and Cooperation Agreement – BECA) ଆମେରିକା (US) ଏବଂ ଭାରତ (India) ମଧ୍ୟରେ ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିନାମା ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଅତ୍ୟାଧୁନିକ ସାମରିକ ପ୍ରଯୁକ୍ତିବିଦ୍ୟା, ଯନ୍ତ୍ରପାତି ଏବଂ ଭୌଗୋଳିକ ମାନଚିତ୍ର ବାଣ୍ଟିବା ପାଇଁ ବାଟ ଖୋଲିବ। ଆଜି ଭାରତ ଏବଂ ଆମେରିକା ମଧ୍ୟରେ ତୃତୀୟ ଉଚ୍ଚ ସ୍ତରୀୟ ୨+୨(2 + 2 Dialogue)…

Read More
ATGM

NAG : ନାଗ କ୍ଷେପଣାସ୍ତ୍ରର ଚୂଡ଼ାନ୍ତ ବ୍ୟାବହାରିକ ପରୀକ୍ଷା

ପୋଖରାନ: ତୃତୀୟ ପିଢିର ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ କ୍ଷେପଣାସ୍ତ୍ର (Anti-Tank Guided Missile -ATGM‌) ନାଗର ଚୂଡାନ୍ତ ପର୍ଯ୍ୟାୟ ବ୍ୟାବହାରିକ ପରୀକ୍ଷା ଆଜି ୨୨ ଅକ୍ଟୋବର ସକାଳ ୬ ଟା ୪୫ ମିନିଟ ସମୟରେ ପୋଖରାନ (Pokhran) ଘାଟିରେ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ଏକ ଯୁଦ୍ଧାସ୍ତ୍ର ସହ ସଂଯୋଗ କରାଯାଇ ନିର୍ଦ୍ଧାରିତ ଦୂରତ୍ୱରେ ଥିବା ଏକ ଟ୍ୟାଙ୍କକୁ ନଷ୍ଟ କରିବା ପାଇଁ ପ୍ରେରଣ କରାଯାଇଥିଲା। ନାଗ କ୍ଷେପଣାସ୍ତ୍ରର ବାହକ ନମିଷାରୁ ଏହାକୁ ପ୍ରୟୋଗ କରାଯାଇଥିଲା । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ…

Read More
rajnathsingh-defence

LAC: ଦଶହରାରେ ଚୀନ୍ ସୀମା ପରିଦର୍ଶନ କରିବେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅନେକ ପ୍ରକଳ୍ପର ଉଦଘାଟନ କରି ଚୀନ୍‌କୁ ଦେବେ କଡା ଜବାବ

ଲେହ: ପୂର୍ବ ଲଦାଖରେ (Ladakh) ଭାରତ-ଚୀନ୍ ସୀମା ବିବାଦ ଅନେକ ସମୟ ଧରି ଚାଲିଆସୁଛି। ଅନେକ ବୈଠକ ସତ୍ତ୍ୱେ ଉତ୍ତେଜନାପୂର୍ଣ୍ଣ ପରିବେଶ ଶାନ୍ତ ହେଉନାହିଁ ଚୀନ ସହିତ। ଏହି ସମୟରେ ଦଶହରା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Defence Minister Rajnath Singh) ଭାରତ-ଚୀନ୍ ସୀମା ପରିଦର୍ଶନ କରିବାକୁ ଯାଉଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ସିକ୍କିମ (Sikkim) ପରିଦର୍ଶନ କରିବେ ଏବଂ ପିପୁଲ୍ସ ଲିବରେସନ୍ ଆର୍ମି (PLA) ସମ୍ମୁଖୀନ ହେଉଥିବା ଭାରତୀୟ ସେନା କର୍ମଚାରୀଙ୍କ ମନୋବଳ ବୃଦ୍ଧି…

Read More