IPL 2020 : ସେନ୍ ୱାଟସନ୍ ଓ ଫାପ୍ ଡୁ ପ୍ଲେସିସ୍ ଙ୍କ କମାଲ, CSK ବିଜୟୀ
ଦୁବାଇ: ସେନ୍ ୱାଟସନ୍ ଓ ଫାପ୍ ଡୁ ପ୍ଲେସିସ୍ ଙ୍କ ଯୋଡି ରବିବାରର ରାତି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ (CSK) ଏକତରଫା ଭାବେ ୧୦ ୱିକେଟରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ (KXIP) କୁ ପରାସ୍ତ କରିଛି। ଫର୍ମ ରେ ନଥିବା ଏବଂ ପ୍ରଥମ ୪ ମ୍ୟାଚ୍ରୁ ମୋଟ ୫୨ ରନ୍ କରିଥିବା ସେନ୍ ୱାଟସନ୍ (Shane Watson) ରବିବାର କିନ୍ତୁ ଦମଦାର ବ୍ୟାଟିଂ କରିଛନ୍ତି। ସେ ମାତ୍ର ୫୩ଟି ବଲରୁ ୮୩ ରନ୍ କରି…
