ସିବିଏସଇ ଦଶମ ପରୀକ୍ଷାରେ ୯୧.୪୬ % ପାସ୍, ଆଗରେ କେନ୍ଦ୍ରିୟ ବିଦ୍ୟାଳୟ
ସିବିଏସଇ ଦଶମ ଫଳାଫଳ ୨୦୨୦ ଘୋଷଣା କରାଯାଇଛି। ଏହି ବର୍ଷର ପରୀକ୍ଷାରେ ୧୮.୭୩ ଲକ୍ଷ ଛାତ୍ରଛାତ୍ରୀ ଥିଲେ । ସେଥିରୁ ୯୧.୪୬ ପ୍ରତିଶତ ପ୍ରାର୍ଥୀଙ୍କୁ ଚଳିତ ବର୍ଷ ପାସ୍ ଘୋଷଣା କରାଯାଇଛି। ଯେଉଁଥିରେ ୯୩.୩୧% ଛାତ୍ରୀ ଏବଂ ୯୦.୧୪ % ଛାତ୍ର ପାସ୍ କରିଛନ୍ତି ଚଳିତ ବର୍ଷର ପରୀକ୍ଷାରେ କେନ୍ଦ୍ରିୟ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସର୍ବାଧିକ ପାସ କରିଛନ୍ତି। ଏଠାରେ ୯୯.୨୩% ଛାତ୍ରଛାତ୍ରୀ ସଫଳ ହୋଇଥିବାବେଳେ ଜବାହର ବିଦ୍ୟାଳୟ ଦ୍ୱିତୀୟ ସ୍ଥାନରେ ଅଛି। ଏଠାରେ ୯୮.୬୬% ଛାତ୍ରଛାତ୍ରୀ…
