Home » digital india
twitter-it

Twitter କୁ ସରକାରଙ୍କ ଶେଷ କଡ଼ା ଚେତାବନୀ, ନୂତନ ନିୟମ ମାନ ନଚେତ୍…

ନୂଆଦିଲ୍ଲୀ: ଭାରତରେ ଟ୍ୱିଟର (Twitter) ର ଅସୁବିଧା ଦିନକୁ ଦିନ ବଢୁଥିବା ଜଣାପଡିଛି। ବର୍ତ୍ତମାନ କେନ୍ଦ୍ର ସରକାର (Central Government) ଟ୍ୱିଟରକୁ ଶେଷ ଚେତାବନୀ ଦେଇଛନ୍ତି। ଶନିବାର ଦିନ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (Ministry of Electronics and Information Technology) ଟ୍ୱିଟରକୁ ନୋଟିସ ପଠାଇଛି। ସରକାର କହିଛନ୍ତି ଯେ ନୂତନ ଆଇଟି ନିୟମ ଗ୍ରହଣ ଏବଂ କାର୍ଯ୍ୟକାରୀ କର, ନଚେତ୍ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହ। କେନ୍ଦ୍ର ସରକାର କହିଛନ୍ତି…

Read More
narendra-modi_ict

BTS 2020: ବର୍ତ୍ତମାନ ଭାରତର ବୈଷୟିକ ସମାଧାନକୁ ବିଶ୍ୱବ୍ୟାପୀ ପ୍ରୟୋଗ କରିବାର ସମୟ ଉପନୀତ: ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi)  ଆଜି ଭିଡ଼ିଓ କନ୍ଫରେନ୍ସ ଜରିଆରେ ବେଙ୍ଗାଲୁରୁ ପ୍ରଯୁକ୍ତି ସମ୍ମିଳନୀ (Bengaluru Tech Summit 2020) ର ଉଦଘାଟନ କରିଛନ୍ତି। କର୍ଣ୍ଣାଟକ ସରକାର, କର୍ଣ୍ଣାଟକ ଉଦ୍ଭାବନ ଏବଂ ବୈଷୟିକ ସମିତି, କର୍ଣ୍ଣାଟକ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଦ୍ୟା (Karnataka government’s Vision Group on Information Technology), ଜୈବ ପ୍ରଯୁକ୍ତି ବିଦ୍ୟା (Bio-Technology) ଓ ଷ୍ଟାର୍ଟଅପ ଭିଜନ ଗ୍ରୁପ (Start Up  Vision Group), ସପ୍ଟୱେୟାର ଟେକ୍ନୋଲଜି ପାର୍କସ…

Read More

ବାୟୁସେନାରେ ଚାକିରି ଆଶାୟୀଙ୍କ ପାଇଁ IAF ମୋବାଇଲ୍ ଆପ୍ଲିକେସନ୍ ‘My IAF’ ର ଉଦ୍ଘାଟନ

ନୂଆଦିଲ୍ଲୀ:ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପର ଏକ ଅଂଶ ଭାବରେ ଏୟାର ଚିଫ୍ ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ ବାୟୁସେନା ମୁଖ୍ୟାଳୟ ‘ଏୟାର ଭବନ’ରେ ଏକ ମୋବାଇଲ୍ ଆପ୍ଲିକେସନ୍’ My IAF ‘ଲଞ୍ଚ କରିଛନ୍ତି। ସେଣ୍ଟର ଫର ଡେଭଲପମେଣ୍ଟ ଅଫ୍ ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ (C-DAC) ର ସହଯୋଗରେ ବିକଶିତ ଏହି ମୋବାଇଲ୍ ଆପ , ଭାରତୀୟ ବାୟୁସେନା (Indian Air Force) ରେ ଯୋଗଦେବାକୁ ଚାହୁଁଥିବା ଯୁବକ ଯୁବତୀଙ୍କ ପାଇଁ କ୍ୟାରିୟର ସୂଚନା ଏବଂ ବିବରଣୀ ପ୍ରଦାନ କରିବ।…

Read More

ପ୍ରତ୍ୟେକ ଗ୍ରାମକୁ ଆଗାମୀ ହଜାର ଦିନରେ ଅପ୍ଟିକାଲ୍ ଫାଇବର କେବୁଲ୍ ସଂଯୋଗ କରାଯିବ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:ଆସନ୍ତା ହଜାର ଦିନରେ ଦେଶର ପ୍ରତ୍ୟେକ ଗାଁ ଅପ୍ଟିକାଲ ଫାଇବର କେବୁଲ ସହିତ ସଂଯୁକ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୪  ତମ ସ୍ୱାଧୀନତା ଦିବସ ଅବସରରେ ତାଙ୍କ ଅଭିଭାଷଣରେ କହିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ପୂର୍ବରୁ ଦେଶରେ କେବଳ ୫ ଡଜନ ପଞ୍ଚାୟତ ଅପ୍ଟିକାଲ ଫାଇବର କେବୁଲ ସହିତ ସଂଯୁକ୍ତ ଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ଦେଢ ଲକ୍ଷ ଗ୍ରାମ ପଞ୍ଚାୟତ ଅପ୍ଟିକାଲ ଫାଇବର…

Read More

ନିୟମିତ ଯାତ୍ରା କରୁଥିବା ରେଳଯାତ୍ରୀଙ୍କ ପାଇଁ ଖୁସିଖବର ;ନୋ ସ୍ୱାଇପ୍‌, ରୁପେ ପ୍ଲାଟଫର୍ମରେ ଆଇଆରସିଟିସି-ଏସ୍‌ବିଆଇର ନୂଆ କ୍ରେଡିଟକାର୍ଡ଼

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ, ଡିଜିଟାଲ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଲକ୍ଷ୍ୟପୂରଣ ଦିଗରେ  ଭାରତୀୟ ରେଳବାଇକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭଶୀଳ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ  ଶ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ଆଇଆରସିଟିସି ଏବଂ ଏସ୍‌ବିଆଇ କାର୍ଡ ପକ୍ଷରୁ କୋ-ବ୍ରାଣ୍ଡେଡ କଣ୍ଟାକ୍ଟଲେସ୍‌ ନୂଆ କ୍ରେଡିଟ କାର୍ଡ ରୁପେ ପ୍ଲାଟଫର୍ମରେ ପ୍ରଚଳନ ଆରମ୍ଭ କରିବା ଅବସରରେ ସେ କହିଛନ୍ତି ଯେ ରେଳବାଇ ବିଭିନ୍ନ ଉପାୟରେ ସାରା ଦୁନିଆ…

Read More