IPL 2020: ଦୀନେଶ କାର୍ତ୍ତିକ KKR ଦଳର ଅଧିନାୟକତ୍ୱ ଛାଡିଲେ କାହିଁକି?
ଦୁବାଇ: ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୧୩ ତମ ସିଜନରେ KKR ଦଳର ଖରାପ ପ୍ରଦର୍ଶନ ପରେ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଦୀନେଶ କାର୍ତ୍ତିକ ଅଧିନାୟକତ୍ୱ ଛାଡିଛନ୍ତି। କାର୍ତ୍ତିକ ତାଙ୍କ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। କାର୍ତ୍ତିକ ଅଧିନାୟକତ୍ୱ ଛାଡିବା ପରେ ଇଂଲଣ୍ଡର ଇଏନ୍ ମୋର୍ଗାନ୍ (Eoin Morgan)ଦଳର ନୂତନ ଅଧିନାୟକ ଭାବରେ ମନୋନୀତ ହୋଇଛନ୍ତି। ମୋର୍ଗାନ ଆଜି ମୁମ୍ବାଇ ବିପକ୍ଷ…
