Home » district

ମଦଦୋକାନ ରେ କରୋନା

ଅନୁଗୋଳ : ଅନୁଗୋଳ ସହରର ଏକ ମଦ ଦୋକାନକୁ ନେଇ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ଦେଖାଦେଇଛି। ଏହି ମଦ ଦୋକାନ ଏବେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ମଦ ଦୋକାନକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ସଂକ୍ରମିତ ହୋଇଥିବା ଚିହ୍ନଟ‌ ହେବାପରେ କାର୍ଯ୍ୟାଳୟକୁ ସିଲ୍‌ କରା ଯାଇଛି। ଅନୁଗୋଳ ମୁଖ୍ୟ ଅବକାରୀ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି। ଏଥିସହିତ କାର୍ଯ୍ୟାଳୟରେ…

Read More

ଆସନ୍ତାକାଲି ଠାରୁ ନବରଙ୍ଗପୁର ଦୁଇ ଦିନ ସଟ୍ ଡାଉନ

ନବରଙ୍ଗପୁର : ଜିଲ୍ଲାରେ କରୋନା ଭୂତାଣୁ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଛି।  ଏହାକୁ ଦୃଷ୍ଟିରେ ରଖି ଆସନ୍ତା କାଲି ମଙ୍ଗଳବାର ଠାରୁ ସମଗ୍ର ଜିଲ୍ଲା କୁ ଦୁଇ ଦିନ ସଟ୍ ଡାଉନ ଘୋଷଣା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଶ୍ରୀ ଅଜିତ କୁମାର ମିଶ୍ର।   ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜୁଲାଇ ୨୧ ତାରିଖ ସକାଳ ୫ଟାରୁ ଜୁଲାଇ୨୨ ମଧ୍ୟରାତ୍ର ପର୍ଯ୍ୟନ୍ତ ଜିଲ୍ଲା ରେ ସଟ୍ ଡାଉନ…

Read More