Home » DL Covid Guidelines
Driving License

DL and LL Test Cancelled: ରାଜ୍ୟର ସବୁ RTO ରେ DL ଏବଂ LL ଟେଷ୍ଟ ହେଲା ବାତିଲ

ଭୁବନେଶ୍ଵର: କୋଭିଡ୍ (Covid-19) ରୁ ଉତ୍ପନ୍ନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି (STA)  ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଆରଟିଓରେ DL ପରୀକ୍ଷା ଏବଂ LL ପରୀକ୍ଷାକୁ ବାତିଲ କରିଛନ୍ତି । ଏହା ଏପ୍ରିଲ ୨୨,୨୦୨୧ ଠାରୁ ଲାଗୁହେବ। ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଏହି ପ୍ରତିବନ୍ଧକ ଜାରି କରିଛନ୍ତି। କୋଭିଡ଼ ଅବସ୍ଥାକୁ ଦେଖି ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ସ୍ଲଟ୍ ପ୍ରତି କୋଟା ହ୍ରାସ କରିପାରେ କିମ୍ବା…

Read More
Driving License

LL: ଆର୍‍ଟିଓରେ ଆଜିଠୁ ହେବ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ, ପୂର୍ବରୁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ମିଳବ ସୁଯୋଗ

ଭୁବନେଶ୍ଵର: ରାଜ୍ୟର ସମସ୍ତ ଆର୍‍ଟିଓ (RTO) ରେ ଆଜିଠାରୁ ଲର୍ଣ୍ଣର୍ସ ଲାଇସେନ୍ସ ଟେଷ୍ଟ (Learners License Test) ଆରମ୍ଭ ହେଉଛି। ପୂର୍ବରୁ ଯେଉଁମାନେ ଆବେଦନ କରିଥିଲେ, କେବଳ ସେହିମାନେ ଏହି ଟେଷ୍ଟ ଦେବେ। ସୂଚନାଯୋଗ୍ୟ ରାଜ୍ୟରେ କରୋନା ଭୂତାଣୁ ମହାମାରୀ (Corona Virus Pandemic) ଯୋଗୁଁ ଗତ ୮ ମାସ ହେବ ଏହି ଟେଷ୍ଟ ବନ୍ଦ୍‍ ରହିଥିଲା । ଗତ ୧୨ ତାରିଖରୁ ନୂତନ ସ୍ଲଟ୍‍ ପାଇଁ ବୁକିଂ ଆରମ୍ଭ ହୋଇଛି। ତେବେ ପୂର୍ବରୁ ଆବେଦନ କରିଥିବା…

Read More