Home » EXAMINATION
neet topper 2020

NEET: ନିଟ୍ ପରୀକ୍ଷା ଫଳ ପ୍ରକାଶିତ; ଓଡ଼ିଶାର ସୋଏବ ଅଫତାବ୍ ଟପ୍ପର

ରାଉରକେଲା : ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (National Testing Agency) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଓଡ଼ିଶାର ୧୮ବର୍ଷୀୟ ସୋଏବ ଅଫତାବ୍ (Shoyeb Aftab) ଟପ୍ପର ହୋଇଛନ୍ତି। ସେ ମୋଟ ମାର୍କ ୭୨୦ରୁ ୭୨୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ସୋଏବ ରାଉରକେଲା (Rourkela) ର ହୋଇଥିବା ଜଣାପଡିଛ। ସେହିପରି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି। ସେ କହିଛନ୍ତି…

Read More
CHSE 1

Plus 2: ଯୁକ୍ତ ଦୁଇ ଇଚ୍ଛାଧୀନ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ

ଭୁବନେଶ୍ଵର: ଯୁକ୍ତ ଦୁଇ (+2 ) ଇଚ୍ଛାଧୀନ ପରୀକ୍ଷା ଖୁବ୍‍ଶୀଘ୍ର ଅନୁଷ୍ଠିତ ହେବ। ଏଥିଲାଗି ଆଜିଠାରୁ ଫର୍ମ (Form) ପୂରଣ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଛାତ୍ରଛାତ୍ରୀ ଏହି ପରୀକ୍ଷା ଲାଗି ଅକ୍ଟୋବର ୧ ସୁଦ୍ଧା ନିଜ କଲେଜରେ ଫର୍ମ ପୂରଣ କରିପାରିବେ। ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସୂଚନା ଅନୁଯାୟୀ…

Read More

ଅନ୍‌ଲକ୍-୩ କେବଳ ରାତି କଟକଣା ଉଠିଲା, ଅଗଷ୍ଟ୩୧ ପର୍ଯ୍ୟନ୍ତ ସ୍କୁଲ ,କଲେଜ ସହିତ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦିଲ୍ଲୀ : କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆବଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟକ୍ରମ ଚାଲୁ କରିବା ପାଇଁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତା ଅଗଷ୍ଟ ପହିଲାଠାରୁ ଲାଗୁ ହେବାକୁ ଥିବା ଅନଲକ-୩ ରେ କେତେକ କଟକଣାକୁ ପର୍ଯ୍ୟାୟକ୍ରମେ ଉଠାଇ ନିଆଯିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଉପଲବ୍ଧ ତଥ୍ୟକୁ ଆଧାର କରି ବିଭିନ୍ନ ମନ୍ତ୍ରଣାଳୟ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜାରି ରହିଥିବା ରାତ୍ରୀକାଳୀନ କର୍ଫ୍ୟୁକୁ ଅନଲକ -୩…

Read More
aso

ପରୀକ୍ଷା ବାତିଲ କରିବା ରାଜ୍ୟ ସରକାର ଙ୍କ ଅଧିକାର ନୁହେଁ : ୟୁଜିସି

ପୁନେ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଶୁକ୍ରବାର ଦିନ ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି  ଯେ କୋଭିଡ଼ -୧୯ ମହାମାରୀ ମଧ୍ୟରେ ମହାରାଷ୍ଟ୍ର ସରକାରଙ୍କ ଶେଷ ବର୍ଷ ଡିଗ୍ରୀ ପରୀକ୍ଷା ବାତିଲ କରିବାର କ୍ଷମତା ନାହିଁ। ମହାରାଷ୍ଟ୍ର ସରକାରଙ୍କ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପୁନେର ଜଣେ ଅବସରପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ବିଶ୍ୱବିଦ୍ୟାଳୟ ସିନେଟ ସଦସ୍ୟ ଧନଞ୍ଜୟ କୁଲକର୍ଣ୍ଣିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଉତ୍ତରରେ ଏହି ଆଫିଡେଭିଟ୍ ଦାଖଲ କରାଯାଇଥିଲା। ମହାମାରୀ…

Read More

ଗୃହ ମନ୍ତ୍ରଣାଳୟ ବିଶ୍ୱବିଦ୍ୟାଳୟ ସହିତ ଅନ୍ୟ ପରୀକ୍ଷା ପାଇଁ ଅନୁମତି ଦେଲା; ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା

ନୂଆଦିଲ୍ଲୀ : ଗୃହ ମନ୍ତ୍ରଣାଳୟ ଆଜି କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖି ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଦ୍ୱାରା ପରୀକ୍ଷା ଦେବାକୁ ଅନୁମତି ଦେଇଛନ୍ତି। ପରୀକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନିର୍ଦ୍ଦେଶାବଳୀ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ (ଏସଓପି) ଅନୁଯାୟୀ ଚୂଡ଼ାନ୍ତ ପରୀକ୍ଷା କରିବା ବାଧ୍ୟତାମୂଳକ ଅଟେ। କୋଭିଡ -୧୯ ମହାମାରୀ ମଧ୍ୟରେ…

Read More