କୋଭିଡ ମୃତ୍ୟୁହାର ହ୍ରାସ ପାଉଥିବା ଦୃଷ୍ଟିରୁ ,ବିଦେଶକୁ ଭେଣ୍ଟିଲେଟର ରପ୍ତାନୀ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି
ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁହାର କ୍ରମଶଃ ହ୍ରାସ ପାଉଥିବାରୁ କରୋନା ଚିକିତ୍ସାରେ ବ୍ୟବହୃତ ହେଉଥିବା ଭେଣ୍ଟିଲେଟର ବିଦେଶକୁ ରପ୍ତାନୀ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କୋଭିଡ-୧୯ ପାଇଁ ଗଠିତ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ବା ଜିଓଏମ୍(GOM) ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରସ୍ତାବକୁ ବିଚାର କରି ଭାରତରେ ତିଆରି ଭେଣ୍ଟିଲେଟର୍ସ ବିଦେଶକୁ ରପ୍ତାନୀ ପାଇଁ ଅନୁମତି ଦେଇଛି। ଏ ସଂକ୍ରାନ୍ତ ନିଷ୍ପତ୍ତି ବିଷୟରେ ବୈଦେଶିକ ବାଣିଜ୍ୟ ବିଭାଗର ମହାନିର୍ଦେଶକ (DGFT)ଙ୍କୁ…
