Odisha : ଓଡ଼ିଶା ଚାଷୀଙ୍କୁ ମିଳିବ ‘କୃଷକ ପରିଚୟ ପତ୍ର’
ଭୁବନେଶ୍ଵର: ଏଥର ରାଜ୍ୟର ସବୁ ଚାଷୀମାନଙ୍କୁ କୃଷକ ପରିଚୟ ପତ୍ର ଦିଆଯିବ, ଯାହାଦ୍ୱାରା ଚାଷୀମାନେ ସହଜରେ ବିଭିନ୍ନ ସରକାରୀ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କହିଛନ୍ତି। ୫ଟି (5-T) କାର୍ଯ୍ୟକ୍ରମ ଅଧୀନରେ ମୁଖ୍ୟମନ୍ତ୍ରୀ ଗତକାଲି କୃଷକ, କୃଷି କର୍ମଚାରୀ ମାନଙ୍କ ପାଇଁ କୃଷକ ଡାଟାବେସ୍ (Database), କୃଷି ସାମଗ୍ରୀ ବିକ୍ରେତା ମାନଙ୍କ ପାଇଁ ଅନ୍ଲାଇନ୍ ଲାଇସେନ୍ସ ପ୍ରଦାନ(Online Lincence), ଦକ୍ଷ କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ ଆଦି ବିଭିନ୍ନ ଅନ୍ଲାଇନ୍ କାର୍ଯ୍ୟକ୍ରମର…
