Home » finance company
ease of doing business

Ease of Doing Business Ranking ରେ ଓଡ଼ିଶାର ସ୍ଥାନ ୨୯ରେ,ବ୍ୟବସାୟ ପାଇଁ ସହଜ ନୁହେଁ !

ନୂଆଦିଲ୍ଲୀ: ସହଜ ବ୍ୟବସାୟ ର଼୍ୟାଙ୍କିଙ୍ଗ୍ (Ease of Doing Business Ranking)୨୦୧୯ ରେ ଆନ୍ଧ୍ରପ୍ରଦେଶ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି, ତା’ପରେ ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନା ରହିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଶନିବାର ରାଜ୍ୟ ବ୍ୟବସାୟ ସଂସ୍କାର ଆକ୍ସନ୍ ପ୍ଲାନ୍ ର଼୍ୟାଙ୍କିଙ୍ଗ୍ ପ୍ରକାଶ କରିଛି। ଉତ୍ତର ଭାରତର ଉତ୍ତରପ୍ରଦେଶ, ଦକ୍ଷିଣ ଭାରତରୁ ଆନ୍ଧ୍ରପ୍ରଦେଶ, ପୂର୍ବ ଭାରତରୁ ପଶ୍ଚିମବଙ୍ଗ, ପଶ୍ଚିମ ଭାରତରୁ ମଧ୍ୟପ୍ରଦେଶ ଏବଂ ଉତ୍ତର ପୂର୍ବ ଭାରତରୁ ଆସାମ ଏହି ମାନ୍ୟତାରେ ଶୀର୍ଷରେ ରହିଛନ୍ତି।…

Read More
OFFICE

ଦୁର୍ନୀତିଗ୍ରସ୍ତ ଓ କାର୍ଯ୍ୟକ୍ଷେତ୍ରରେ ଅପରାଗମାନଙ୍କୁ ବିଦା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ଅପାରଗ କିମ୍ବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚିହ୍ନଟ କରିବା ଏବଂ ୩୦ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କ ସର୍ଭିସ ରେକର୍ଡ଼ ସମୀକ୍ଷା କରିବାକୁ କେନ୍ଦ୍ର ଏହାର ସମସ୍ତ ବିଭାଗକୁ କହିଛି। ଏଥିପାଇଁ ସବୁ ବିଭାଗକୁ ନିର୍ଦେଶନାମା ପଠାଯାଇଛି। ପର୍ସନାଲ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ, କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ମୌଳିକ ନିୟମ (FR) ୫୬ (J) ଏବଂ ୫୬ (I), ଏବଂ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ୍ (pension ) ନିୟମ, ୧୯୭୨ ର ନିୟମ ୪୮ (1) (ଖ) ଅନୁଯାୟୀ…

Read More

ଆଗ୍ରାରେ ବସ୍ ହାଇଜାକ୍:୩୪ ଯାତ୍ରୀ ଅଛନ୍ତି ବସରେ

ଆଗ୍ରା:ଉତ୍ତରପ୍ରଦେଶର ଆଗ୍ରା ସହରର କିଛି ଲୋକ ଏକ ଘରୋଇ ବସ୍ ଅପହରଣ କରି ଡ୍ରାଇଭର-କଣ୍ଡକ୍ଟରଙ୍କୁ ବନ୍ଧକ ରଖିଥିଲେ। ବସ୍‌ରେ ୩୪  ଜଣ ଯାତ୍ରୀ ଅଛନ୍ତି। ସେମାନେ ଯାତ୍ରୀମାନଙ୍କ ସହିତ ବସ୍ ନେଇଥିଲେ। ସକାଳେ ଡ୍ରାଇଭର ଓ ହେଲପର  ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସୂଚନା ଅନୁସାରେ ,ମଙ୍ଗଳବାର ବିଳମ୍ବିତ ରାତିରେ ଗୁରୁଗ୍ରାମରୁ ବସ୍ କୁ ଫାଇନାନ୍ସ କର୍ମଚାରୀମାନେ ଯାତ୍ରୀଙ୍କ ସହିତ ହାଇଜାକ କରିନେଇଥିଲେ।ସେମାନଙ୍କ ସନ୍ଧାନରେ ସମଗ୍ର ଜିଲ୍ଲାକୁ ସତର୍କ କରାଯାଇଛି। ସୀମାରେ ଯାଞ୍ଚ କରାଯାଉଛି। ରାତି ସାଢେ ଦଶରେ…

Read More