Home » fire
dial112

Emergency Number 112: ଆମ୍ବୁଲାନ୍ସ, ପୁଲିସ ଏବଂ ଦମକଳ ସେବାପାଇଁ ବର୍ତ୍ତମାନ ଗୋଟିଏ ନମ୍ବର

ଭୁବନେଶ୍ଵର: ରାଜ୍ୟରେ ଜନସାଧାରଣଙ୍କୁ ଜରୁରୀକାଳୀନ ସେବା ଓ ସହାୟତା ଯୋଗାଇ ଦେବାପାଇଁ ଗୋଟିଏ ନମ୍ବର କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ (CM Naveen Patnaik) ଆଜି ସଂଧ୍ୟାରେ ଏକ ବିଶେଷ କାର୍ଯ୍ୟକ୍ରମରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ଆମ୍ବୁଲାନ୍ସ(Ambulance), ପୁଲିସ (Police) ଏବଂ ଦମକଳ (Fire) ସେବାପାଇଁ ପୃଥକ୍‍ ପୃଥକ୍‍ ୩ଟି ନିଃଶୁଳ୍କ ନମ୍ବର ରହିଥିବାବେଳେ ଆଜିଠାରୁ ଗୋଟିଏ ନମ୍ବର ମାଧ୍ୟମରେ ସମସ୍ତ ସେବା କାର୍ଯ୍ୟକାରୀ ହେବ। ସେହି ନମ୍ବରଟି ହେଉଛି ୧୧୨ (Dial 112)।…

Read More
madurai_cracker- fire

Madurai Fire Cracker: ମଦୁରାଇ ବାଣ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ; ୫ ମୃତ,ଉଦ୍ଧାର କାର୍ଯ୍ୟ ଜାରି

ମଦୁରାଇ: ଶୁକ୍ରବାର ତାମିଲନାଡୁର ମଦୁରାଇ (Madurai) ରେ ଏକ ବଡ଼ ଦୁର୍ଘଟଣା ଘଟିଛି। କାଲୁପାଟ୍ଟି ଅଞ୍ଚଳରେ ଥିବା ଏକ ଆତସବାଜି (Fire Cracker) କାରଖାନାରେ  ନିଆଁ ଲାଗି ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ମଦୁରାଇ ପୋଲିସ ଏହି ସୂଚନା ଦେଇଛି। ପ୍ରାଥମିକ ଅନୁସନ୍ଧାନରୁ ଉଦ୍ଧୃତ ପୋଲିସ କହିଛି ଯେ ରାସାୟନିକ ପଦାର୍ଥ ମିଶ୍ରଣ କରୁଥିବା ବେଳେ ଘର୍ଷଣ ଯୋଗୁଁ ନିଆଁ ଲାଗିଯାଇଥିଲା ଏବଂ କାରଖାନା ବିଲ୍ଡିଂରେ ଅନେକ ବିସ୍ଫୋରଣ ଘଟିଥିଲା। ଏହି…

Read More
petrol-pump-fire

Bhubaneswar Petrol Pump Fire: ଭୁବନେଶ୍ଵର ପେଟ୍ରୋଲ ପମ୍ପରେ ବୃହତ ଅଗ୍ନିକାଣ୍ଡ

ଭୁବନେଶ୍ଵର: ରାଜଭବନ ନିକଟରେ ଥିବା ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ୫ ଟି ଦମକଳ ଗାଡି ନିଆଁ ନିଭାଇବାରେ ଲାଗିଛନ୍ତି। ଦୂରକୁ ନିଆଁ ଜଳୁଥିବାର ଦେଖାଯାଉଛି। ପୋଲିସ ପେଟ୍ରୋଲ ପମ୍ପ ନିକଟରୁ ଜନସାଧାରଣକୁ ଦୂରକୁ ଯିବାକୁ ଅନୁରୋଧ କରିଛନ୍ତି। ବିସ୍ପୋରଣ ଶବ୍ଦ ପ୍ରାୟ ୨ କିଲୋମିଟର ଦୂରକୁ ଶୁଭିଥିଲା। ଘଟଣା ସମୟରେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ପ୍ରାୟ ୫୦ ରୁ ଉର୍ଦ୍ଧ ଲୋକ ଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ଏହି ଘଟଣାରେ  କେହି ମୃତାହତ…

Read More
atal tunnel 1

Atal Tunnel: ଆସନ୍ତାକାଲି ବିଶ୍ୱର ଦୀର୍ଘତମ ରାଜପଥ ଅତ୍ୟାଧୁନିକ ‘ଅଟଳ ଟନେଲ’କୁ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ଘାଟନ କରିବେ

ଶିମଳା: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଆସନ୍ତାକାଲି ଅକ୍ଟୋବର ୩ ଶନିବାର ଦିନ ହିମାଚଳ ପ୍ରଦେଶ (Himachal Pradesh) ର ରୋହତଙ୍ଗ (Rohtang) ସ୍ଥିତ ‘ଅଟଳ ସୁଡଙ୍ଗ’ (Atal Tunnel)କୁ ଉଦଘାଟନ କରିବେ। ଅଟଳ ସୁଡ଼ଙ୍ଗ ହେଉଛି ବିଶ୍ୱର ଦୀର୍ଘତମ ରାଜପଥ ସୁଡ଼ଙ୍ଗ। ଏହାର ଦୈର୍ଘ୍ୟ ୯.୦୨କିଲୋମିଟର ଏବଂ ଏହା ବର୍ଷତମାମ ମନାଲୀକୁ ଲାହୌଲ- ସ୍ପିତି ଉପତ୍ୟକା ସହ ସଡ଼କପଥରେ ଯୋଡ଼ିବ। ପୂର୍ବରୁ ଏହି ଉପତ୍ୟକାରେ ଶୀତଦିନେ ପ୍ରବଳ ତୁଷାରପାତ ଘଟୁଥିବା ହେତୁ ବର୍ଷରେ…

Read More
agra chemical

ଆଗ୍ରା ସ୍ଥିତ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

ଆଗ୍ରା: ଆଗ୍ରା-ଦିଲ୍ଲୀ ଜାତୀୟ ରାଜପଥ (NH) ସିକନ୍ଦରା ପନିପରିବା ବଜାର ନିକଟରେ ଥିବା  ଟପ୍ପ୍ଲାଷ୍ଟ ଏବଂ ଆଗ୍ରା କେମିକାଲ୍ ନାମକ ଦୁଇଟି କାରଖାନାରେ ନିଆଁ ଲାଗିଯାଇଛି। ଦୁଇଟି ରାସାୟନିକ କାରଖାନା (Chemical Factory)ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଭୟଙ୍କର ଥିଲା। ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ଗାଡି ପହଞ୍ଚିଛନ୍ତି। ଅନେକ କିଲୋମିଟର ଦୂରରେ କାରଖାନାଗୁଡ଼ିକରୁ କଳା ଧୂଆଁ ଦେଖାଯାଇଛି। ସୂଚନାଯୋଗ୍ୟ, କାରଖାନାରେ ନିର୍ମିତ ରାସାୟନିକ ପଦାର୍ଥ ଜୋତା ସୋଲରେ ବ୍ୟବହୃତ ହୁଏ। ସୋମବାର ଅପରାହ୍ନ…

Read More