Home » FOOD SECURITY 2013 RULE
free ration

Ration Card: ମାର୍ଚ୍ଚରୁ ବନ୍ଦ ହୋଇପାରେ ମାଗଣା ରେସନ ଯୋଜନା!

ନୂଆଦିଲ୍ଲୀ: ଯଦି ଆପଣ ସରକାରଙ୍କ ମାଗଣା ରାସନ ଯୋଜନା (Free Ration Yojana) ର ଲାଭ ଉଠାଉଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। କାରଣ ସାଧାରଣ ବଜେଟ୍ (Union Budget) ପରେ, ମାର୍ଚ୍ଚ ପରେ କାର୍ଡଧାରୀମାନେ ମାଗଣା ରାସନର ଲାଭ ପାଇବେ କି ନାହିଁ ସରକାର ସ୍ପଷ୍ଟ କରିଛନ୍ତି। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Union Finance Minister Nirmala Sitharaman) ଏହାର ଜବାବ ଦେବାବେଳେ ଗଣମାଧ୍ୟମକୁ କହିଛନ୍ତି ଯେ ବଜେଟ ବ୍ୟତୀତ ତାଙ୍କର ଆଉ…

Read More
agricultures bills 2020

Ariculture Bills: ହଟ୍ଟଗୋଳ ମଧ୍ୟରେ କୃଷକ ବିଲ ରାଜ୍ୟସଭାରେ ପାସ୍,ନିଜ ଇଚ୍ଛାରେ କୃଷକମାନେ ବିକ୍ରି କରିପାରିବେ ନିଜ ଉତ୍ପାଦ

ନୂଆଦିଲ୍ଲୀ: କୃଷକଙ୍କ ଉତ୍ପାଦ,ବାଣିଜ୍ୟ ଓ ବ୍ୟବସାୟ (Promotion and Facilitation) Bill -2020) ଏବଂ କୃଷକ ସଶକ୍ତିକରଣ ଓ ସୁରକ୍ଷା (Empowerment and Protection), ମୂଲ୍ୟ ପ୍ରତିଶ୍ରୁତି ଓ କୃଷି ସେବା ରାଜିନାମା ବିଲ୍‍ ୨୦୨୦ (Agreement of Price Assurancand Farm Services Bill, 2020)  ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହୀତ ହୋଇଛି। ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟଙ୍କ ଦ୍ୱାରା ପ୍ରବଳ ଉତ୍ତେଜନା ମଧ୍ୟରେ କୃଷି ସମ୍ବନ୍ଧୀୟ ଦୁଇଟି ବିଲ୍ ଅନୁମୋଦନ ହୋଇଛି।…

Read More

ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ:ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କିଛି ମହିଳା ଓ ପୁରୁଷ ଏପରି କରିଦେଖାଇଲେ

ଭୁବନେଶ୍ୱର:କରୋନା ମହାମାରୀ ସଂକ୍ରମଣ ଓ ଏଥିପାଇଁ ଜାରି ହୋଇଥିବା ଲକଡାଉନ ଅନେକ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ମାତ୍ର ଏଥିରେ ବିଚଳିତ ନହୋଇ ଆହ୍ୱାନକୁ ଅବସରରେ ପରିଣତ କରିବା ଲାଗି ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏପରି ବିପତି କାଳରେ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ସେ ସଂକଳ୍ପ ନେଇଛନ୍ତି। ତାଙ୍କର ଏହି ଆହ୍ୱାନର ପ୍ରତିଫଳନ ଦେଶର ବିଭିନ୍ନ ପ୍ରାନ୍ତରେ ଧୀରେ ଧୀରେ ଦେଖିବାକୁ ମିଳିଲାଣି। ଯାହାର ପ୍ରକୃଷ୍ଟ ଉଦାହରଣ ସାଜିଛନ୍ତି ନବରଙ୍ଗପୁର…

Read More

କାର୍ଯ୍ୟକାରୀ ହେଲା ଖାଉଟି ସୁରକ୍ଷା ଆଇନ ୨୦୧୯;ମିଛ ବିଜ୍ଞାପନ ଦେଲେ ବେପାର ବନ୍ଦ

ନୂଆଦିଲ୍ଲୀ : ଖାଉଟି ସୁରକ୍ଷା ଆଇନ ୨୦୧୯  ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇଛି। ଏ ସଂପର୍କରେ ଆଜି ସୂଚନା ଦେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାଶୱାନ କହିଛନ୍ତି ଯେ ଜୁଲାଇ ୨୦ କାର୍ଯ୍ୟକାରୀ ହୋଇଥିବା ଆଇନ ଦ୍ୱାରା ଖାଉଟିମାନେ ସଶକ୍ତ ହେବେ ଏବଂ ସେମାନଙ୍କର ଅଧିକାର ସୁରକ୍ଷିତ ହୋଇପାରିବ। ଏହି ଆଇନରେ ଖାଉଟିଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବିଧିବିଧାନ ରହିଛି। ସେଥିମଧ୍ୟରେ ଖାଉଟି…

Read More

ଏକ ଦେଶ ଏକ ରେସନକାର୍ଡ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେଲା

ନୂଆଦିଲ୍ଲୀ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସବୁ ପ୍ରବାସୀ ହିତାଧିକାରୀଙ୍କୁ ଏକ ଦେଶ ଏକ ରେସନ କାର୍ଡରେ ଦିଆଯାଉଛି ରିହାତି ଖାଦ୍ୟଶସ୍ୟ। ଗୋଟିଏ ରାଷ୍ଟ୍ର-ଗୋଟିଏ ରେସନ କାର୍ଡ ସୁବିଧା ୨୦୧୯ ଅଗଷ୍ଟରେ ଦେଶର ୪ ଟି ରାଜ୍ୟରେ ଆରମ୍ଭ ହୋଇଥିଲା। ଏଥିପାଇଁ ଏହିସବୁ ରାଜ୍ୟର ପାରସ୍ପରିକ ପ୍ରବାସୀମାନେ ରାସନ କାର୍ଡ ପୋର୍ଟେବିଲିଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଥିଲେ। ଏହାର ଅର୍ଥ ଏହିସବୁ ରାଜ୍ୟରେ ରହୁଥିବା ପ୍ରବାସୀମାନେ ସେମାନଙ୍କୁ ମୂଳ ରାଜ୍ୟର କାର୍ଡରେ ରେସନ ସାମଗ୍ରୀ ଉଠାଇ ପାରୁଥିଲେ।…

Read More