ଆଜି ଆନ୍ତର୍ଜାତୀୟ ବନ୍ଧୁତା ଦିବସ : ଏହାର ମହତ୍ତ୍ୱ ଜାଣନ୍ତୁ ଓ ଦିନଟି କେବେ ଉତ୍ପନ୍ନ ହେଲା
ପ୍ରତିବର୍ଷ ଜୁଲାଇ ୩୦ ରେ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରାଯାଏ। ପୃଥିବୀର ବିଭିନ୍ନ ସଂସ୍କୃତିରେ ଶାନ୍ତି ପ୍ରତିଷ୍ଠା କରିବାରେ ବନ୍ଧୁତା ଏବଂ ବନ୍ଧୁମାନଙ୍କ ମହତ୍ତ୍ଵ କୁ ଚିହ୍ନିତ କରିବା ପାଇଁ ଏହି ଦିନ ଟି ପାଳନ କରାଯାଏ। ବିଶ୍ୱ ବନ୍ଧୁତ୍ୱ ଦିବସ ବା ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଭାବରେ ମଧ୍ୟ ଜଣାଶୁଣା ଏହି ଦିନ ପ୍ରଥମେ ୧୯୫୮ ରେ ପାଳନ କରାଯାଇଥିଲା। ୨୦୧୧ ରେ, ଫ୍ରେଣ୍ଡସିପ୍ କ୍ରୁସେଡ୍(Friendship Crusade), ଏପ୍ରିଲ୍ ୨୭ ,…
