Jana Aushadhalaya: ଜନଷୌଧି କେନ୍ଦ୍ରର ଔଷଧ ବ୍ୟବହାର କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଦେଶବ୍ୟାପି ଥିବା ବିଭିନ୍ନ ଜନଷୌଧି କେନ୍ଦ୍ରର (Jana Aushadhalaya) ଔଷଧ ବ୍ୟବହାର କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଜନୌଷଧି ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହକୁ ଶ୍ରୀ ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିକାର ବ୍ୟୟବହୁଳ ଚିକିତ୍ସା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ଯୋଜନା ଗରିବ ଲୋକଙ୍କୁ ଏକ ବଡ ଆଶ୍ୱସ୍ତି ଆଣିଦେଇଛି। ଏହି…
