Home » government jobs apply

ଗୁଗୁଲର ” Kormo” ଆପ୍ ଚାକିରି ଦେଉଛି

କରୋନା ଭାଇରସ୍ ମହାମାରୀରେ ଲକ୍ଷ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି। ଏହି ସଙ୍କଟ ସମୟରେ ଅନଲାଇନ୍ ଚାକିରି ଖୋଜିବାରେ ବୃଦ୍ଧି ଘଟିଛି। ଏହି ସମୟରେ ଗୁଗୁଲ ଯୁବକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଏହା ମାଧ୍ୟମରେ ଲୋକମାନେ ଅନଲାଇନରେ ଚାକିରି ଖୋଜିବାରେ ସକ୍ଷମ ହେବେ। ଗୁଗୁଲ ଭାରତରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏକ  ଆପ୍ “kormo” ଆରମ୍ଭ କରିଛି। ଏହା ମାଧ୍ୟମରେ ଲୋକମାନେ ଅନଲାଇନରେ ଚାକିରି ଖୋଜିବାରେ ସକ୍ଷମ ହେବେ। ଗୁଗୁଲ୍ ପ୍ଲେ ଷ୍ଟୋର (…

Read More

NRA ଚାକିରି ଆଶାୟୀ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବ:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ପାରିତ ହୋଇଥିବା ନ୍ୟାସନାଲ୍ ରିକ୍ରୁଇଟମେଣ୍ଟ ଏଜେନ୍ସି ଗଠନ(NRA)ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କ୍ୟାବିନେଟରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ନୂଆ ଭାରତ ଭବିଷ୍ୟତର ଗେମ୍-ଚେଞ୍ଜର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ। କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ଅନଲାଇନ୍ ଏକକ ପ୍ରବେଶିକା ପରୀକ୍ଷା ସିଇଟି (Common Eligibility…

Read More