Home » GOVERNMENT
Driving License

New Laws: ଅକ୍ଟୋବର ପହିଲାରୁ ନୂଆ ନିୟମ,ଡ୍ରାଇଭିଂ ଲାଇସେନ୍ସ ତିଆରି ସହଜ,ଡକ୍ୟୁମେଣ୍ଟ ପାଖରେ ରଖିବା ଜରୁରୀ ନୁହେଁ;ଟିଭି କିଣିବା ମହଙ୍ଗା

ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି। ସମଗ୍ର ଭାରତରେ ଏବେ ଗୋଟିଏ ରଙ୍ଗ ହେବ ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ (RC)। ବର୍ତ୍ତମାନ ପୂର୍ବାପେକ୍ଷା ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ସହଜ ହେବ। ସରକାର କହିଛନ୍ତି ଯେ ୧ ଅକ୍ଟୋବର ୨୦୨୦ରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ (e-Challen) ସମେତ ଗାଡି ସହ ଜଡିତ ସମସ୍ତ ଡକ୍ୟୁମେଣ୍ଟ ଏକ ଆଇଟି ପୋର୍ଟାଲ ମାଧ୍ୟମରେ ରକ୍ଷଣାବେକ୍ଷଣ କରାଯିବ। ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ…

Read More

ଗୁଗୁଲର ” Kormo” ଆପ୍ ଚାକିରି ଦେଉଛି

କରୋନା ଭାଇରସ୍ ମହାମାରୀରେ ଲକ୍ଷ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି। ଏହି ସଙ୍କଟ ସମୟରେ ଅନଲାଇନ୍ ଚାକିରି ଖୋଜିବାରେ ବୃଦ୍ଧି ଘଟିଛି। ଏହି ସମୟରେ ଗୁଗୁଲ ଯୁବକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଏହା ମାଧ୍ୟମରେ ଲୋକମାନେ ଅନଲାଇନରେ ଚାକିରି ଖୋଜିବାରେ ସକ୍ଷମ ହେବେ। ଗୁଗୁଲ ଭାରତରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏକ  ଆପ୍ “kormo” ଆରମ୍ଭ କରିଛି। ଏହା ମାଧ୍ୟମରେ ଲୋକମାନେ ଅନଲାଇନରେ ଚାକିରି ଖୋଜିବାରେ ସକ୍ଷମ ହେବେ। ଗୁଗୁଲ୍ ପ୍ଲେ ଷ୍ଟୋର (…

Read More

ମହାପ୍ରଭୁଙ୍କ ଆଶୀର୍ବାଦକୁ ପାଥେୟ କରି ଓଡ଼ିଆ ସମାଜ ନିଜକୁ ସମ୍ଭାଳିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କରୋନା ପାଇଁ ଲୋକଙ୍କୁ ସଚେତନ କରିବା ଦାୟିତ୍ୱରେ ଥିବା ଓଡିଶାର ପ୍ରଶାସନିକ ଅଧିକାରୀମାନେ କଷ୍ଟ ହେଲେ ମଧ୍ୟ ଅସୀମ ଧୈର୍ଯ୍ୟ ରଖି ସମସ୍ତଙ୍କ ମନକୁ ଜିତି ସମାଜକୁ ବୁଝାଇବା କାମରେ ଲାଗିବା ଦରକାର ବୋଲି ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ମହାମାରୀର ପ୍ରକୋପ ଲମ୍ବା ସମୟ ଧରି ଚାଲିବ। ଏହାକୁ ଧ୍ୟାନରେ ରଖି ସମସ୍ତଙ୍କ ଜୀବନ ଓ ଜୀବିକାକୁ…

Read More

ପ୍ରବାସୀ ଶ୍ରମିକମାନଙ୍କୁ ସରକାର ଦେବେ ଶସ୍ତା ଭଡା ଘର

ନୂଆଦିଲ୍ଲୀ : ବର୍ତ୍ତମାନ ପ୍ରବାସୀ ଶ୍ରମିକ ପାଇବେ ଭଡା ଘର। ତା’ପୁଣି ଶସ୍ତାରେ।  କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗୃହ ଯୋଜନା ଅଧୀନରେ ୧୦୭ ଟି ସହରରେ ୧  ଲକ୍ଷ ୮  ହଜାର ଛୋଟ ଘର ପ୍ରସ୍ତୁତ ଅଛି। ପ୍ରବାସୀ ଶ୍ରମିକମାନଙ୍କୁ ଏହି ଘର ଭଡା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରମିକମାନେ ଆଗରୁ  ଶସ୍ତା ଭଡା ଘର ପାଉନଥିଲେ , କିନ୍ତୁ ବର୍ତ୍ତମାନ ସରକାର ସେମାନଙ୍କ ପାଇଁ  ଶସ୍ତା ଭଡା ଘର ଯୋଗେଇଦେବା…

Read More