Home » GST Council
GST

GST: କରୋନା କାଳରେ ଏପ୍ରିଲରେ ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ: ଚଳିତବର୍ଷ ୨୦୨୧ ଏପ୍ରିଲ ମାସରେ ରେକର୍ଡ ପରିମାଣର ଜିଏସ୍‌ଟି (GST) ସଂଗୃହୀତ ହୋଇଛି। ଆଦାୟ ହୋଇଥିବା ଏହି ଜିଏସ୍‌ଟିର ମୋଟ ପରିମାଣ ୧ କୋଟି ୪୧ ଲକ୍ଷ ୩୮୪କୋଟି ଟଙ୍କା। ଏଥି ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟି (CGST) ପରିମାଣ ୨୭,୮୩୭କୋଟି, ରାଜ୍ୟ ଜିଏସ୍‌ଟି (SGST) ପରିମାଣ ୩୫,୬୨୧କୋଟି ଟଙ୍କା ହୋଇଥିବାବେଳେ ସମନ୍ୱିତ ଜିଏସ୍‌ଟି (IGST)ପରିମାଣ ୬୮, ୪୮୧ କୋଟି ଟଙ୍କା । ସଂଗୃହୀତ ଆଇଜିଏସ୍‌ଟି ମଧ୍ୟରେ ୨୯, ୫୯୯ କୋଟି ଟଙ୍କାର ଆମଦାନୀଜନିତ ସେବା ଓ…

Read More
bharat-bandh

Bharat Bandh Updates: ଜିଏସ୍‍ଟି କୁ ନେଇ ଆଜି ଭାରତ ବାଣିଜ୍ୟ ବନ୍ଦ, କେଉଁ କେଉଁ ସେବାରେ ପଡିବ ଅସର

ଭୁବନେଶ୍ଵର: ଦ୍ରବ୍ୟ ଓ ସେବାକର ଜିଏସ୍‍ଟି (GST) ରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ଆଜି ସର୍ବଭାରତୀୟ ବ୍ୟବସାୟ ସଂଗଠନ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭାରତ ବାଣିଜ୍ୟ ବନ୍ଦ ଡାକରା ଦେଇଛି।  ଏହାକୁ ସଂଗଠନର ଓଡ଼ିଶା ଶାଖା ପକ୍ଷରୁ ସମର୍ଥନ କରାଯାଇଥିବା ଜଣାପଡିଛି। ସଂଘର ରାଜ୍ୟ ସଭାପତି ସୁଧାକର ପଣ୍ଡା କହିଛନ୍ତି ଏହି ବନ୍ଦ ପରିପ୍ରେକ୍ଷୀରେ ସରକାରୀ-ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପେଟ୍ରୋଲ ପମ୍ପ ଏବଂ ଯାନବାହନ ଚଳାଚଳ ବନ୍ଦ କରାଯିବ ନାହିଁ। ଏଥିରେ କେବଳ…

Read More
petrol tank

Petrol Price: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅଧା ହୋଇପାରେ! ଚାଲିଛି ମୋଦୀ ସରକାରଙ୍କ ବିଚାର, କିନ୍ତୁ ରାଜ୍ୟ ସରକାରମାନେ ନାରାଜ

ନୂଆଦିଲ୍ଲୀ: ଦେଶର ପ୍ରାୟ ସ୍ଥାନରେ ବର୍ତ୍ତମାନ ପେଟ୍ରୋଲ ଦର ଶହେ ଟଙ୍କା ପାର କରିସାରିଲାଣି। ଏହାକୁ ନେଇ ସରକାର ଚାପରେ। ପେଟ୍ରୋଲ ଏବଂ ଡିଜେଲ ଦର (Petrol and Diseal Price) ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଯଦି ଜିଏସଟି ପରିଷଦ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan)ଙ୍କ ସୁପାରିଶକୁ କାର୍ଯ୍ୟକାରୀ କରେ, ତେବେ ଦେଶରେ ପେଟ୍ରୋଲ-ଡିଜେଲ ମୂଲ୍ୟ ହ୍ରାସ ପାଇବ। ଦୁଇ ଦିନ ପୂର୍ବେ ସେ କହିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ…

Read More