Home » HEALTH
Dengu_odisha

Dengue Cases in Odisha: ଓଡ଼ିଶାରେ ୨,୩୦୯ ଡେଙ୍ଗୁ ରୋଗୀ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ଵର: Dengue Cases reported in Odisha: ଓଡ଼ିଶାରେ ଏପର୍ଯ୍ୟନ୍ତ ୨ ହଜାର ୩୦୯ଜଣ ଡେଙ୍ଗୁ (Dengue) ରୋଗୀ ଚିହ୍ନଟ ହୋଇଛନ୍ତି। ୨୨ ହଜାର ୬୮ ଜଣଙ୍କର ନମୁନା ପରୀକ୍ଷା ଶେଷ ହୋଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇ କହିଛନ୍ତି। ସେ କହିଛନ୍ତି, ଗତବର୍ଷ ୧୦ ହଜାର ୮୩୩ ନମୁନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ହଜାର ୮୭୮ ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ପରୀକ୍ଷଣ ହୋଇଥିବା ନୁମନା ମଧ୍ୟରୁ ସର୍ବାଧିକ…

Read More
Junk food

ସାବଧାନ: ଫାଷ୍ଟଫୁଡ୍ ରୋଗ ପ୍ରତିରୋଧକ ଶକ୍ତିକୁ କରୁଛି ନଷ୍ଟ; ସର୍ଭେରୁ ସ୍ପଷ୍ଟ

ନୂଆଦିଲ୍ଲୀ:କିଏ ଫାଷ୍ଟଫୁଡ (Junk Food) ଖାଇବାକୁ ପସନ୍ଦ କରେ ନାହିଁ। କରୋନା ଭାଇରସ୍ (Corona virus) ହେଉ କିମ୍ବା ଓମିକ୍ରନ୍ (Omicron) ଲୋକମାନେ ବାହାର ଖାଦ୍ୟ ଛାଡନ୍ତି ନାହିଁ। କିନ୍ତୁ, ଯଦି ଆପଣଙ୍କୁ କୁହାଯାଏ ଯେ ଏହି ଫାଷ୍ଟଫୁଡ୍ କେବଳ ଆପଣଙ୍କ ସ୍ୱାସ୍ଥ୍ୟକୁ ନଷ୍ଟ କରିବ ନାହିଁ, ବରଂ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ (Immune System) ମଧ୍ୟ ଦୁର୍ବଳ କରିବ। ବୋଧହୁଏ ଆପଣ ଫାଷ୍ଟଫୁଡ୍ ଖାଇବା ଛାଡିଦେଇ ପାରନ୍ତି। ଯଦି ଆପଣ ଖାଇବା ଛାଡନ୍ତି ନାହିଁ,…

Read More
kismis raisins

Raisins: କିସମିସ୍ ଖାଆନ୍ତୁ ୫ ଟି ଲାଭ ପାଇବେ

କିସମିସ୍ ହେଉଛି ଶୁଖିଲା ଅଙ୍ଗୁର, ଯାହା ଭିଟାମିନ୍ (Vitamins), ମିନେରାଲ୍ସ (Minerals), ଆଣ୍ଟିଅକ୍ସିଡାଣ୍ଟ (Antioxidants),ଫାଇଟୋନ୍ୟୁଟ୍ରିଏଣ୍ଟସ୍ (Phytonutrients) ଏବଂ ଅନ୍ୟାନ୍ୟ ଡାଏଟାରୀ ଫାଇବର (dietary fiber) ପରି ଅନେକ ପୁଷ୍ଟିକର ଗୁଣରେ ଭରପୂର ଅଟେ। ସ୍ୱାସ୍ଥ୍ୟ ବିଷୟରେ ସଚେତନ ଥିବା ବ୍ୟକ୍ତିଙ୍କ ପାଇଁ କିସମିସ୍ ସର୍ବୋତ୍ତମ ଉପଯୁକ୍ତ କରିଥାଏ। BUY Vedaka Popular Raisins, 500g ଡାଏଟିସିଆନଙ୍କ ପରାମର୍ଶ ଅନୁଯାୟୀ ଦୈନିକ କିସମିସ୍ ଖାଇବାର ୫ ଟି ସ୍ୱାସ୍ଥ୍ୟ ଉପକାରିତା ଲାଭ ମିଲିଥାଏ। ୧. ଓଜନ ବୃଦ୍ଧି ପାଇଁ…

Read More

ପଞ୍ଚଦଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଞ୍ଚଦଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ  କୁ ଉଦ୍ଘାଟନ ଅବସରେ କହିଛନ୍ତି ଯେ ,କୋଭିଡ-୧୯ କାରଣରୁ ମାର୍ଚ୍ଚରେ  ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ (India-EU Summit) କୁ ସ୍ଥଗିତ କରିବାକୁ ପଡିଥିଲା।  ତେବେ ସେ ଯାହା ହେଉ ଭଲକଥା ହେଲା ଆଜି ଆମେ ଭର୍ଚୁଆଲ ମାଧ୍ୟମରେ ଏକତ୍ର ହୋଇପାରିଛନ୍ତି। ସର୍ବପ୍ରଥମେ ମୁଁ ୟୁରୋପରେ କରୋନା ଭୂତାଣୁ ଦ୍ୱାରା ହୋଇଥିବା କ୍ଷତି ପାଇଁ ସମବେଦନା ପ୍ରକଟ କରୁଛି। ଆପଣମାନଙ୍କୁ ପ୍ରାରମ୍ଭିକ…

Read More