Home » High court
hsrp odisha

HSRP Registration Odisha : ଏଥର ନଭେମ୍ବର ୧ରୁ ଯାଞ୍ଚ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ, Apply Online

କଟକ: HSRP Registration Odisha Apply Online ଏଥର ନଭେମ୍ବର ୧ରୁ ଯାଞ୍ଚ ହେବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ। ଗାଡ଼ି ଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (HSRP Registration Odisha) ର ଯାଞ୍ଚ ଧାର୍ଯ୍ୟ ସମୟସୀମା ୧ମାସ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁଜଣାଇଛନ୍ତି। ସୂଚନା ଅନୁସାରେ ମିଳିଥିବା ଏହି ସମୟ ମଧ୍ୟରେ ଭିତ୍ତିଭୂମି ବିକାଶ, ମୋ ସେବା କେନ୍ଦ୍ର (MO Seva Kendra) ରେ ନମ୍ବର ପ୍ଲେଟ ବୁକିଂ, ଗ୍ରାମାଞ୍ଚଳରେ ଶିବିର…

Read More

5G:ଦିଲ୍ଲୀ ହାଇକୋର୍ଟରେ ଜୁହି ଚାୱଲାଙ୍କ ମାମଲା ଖାରଜ,୨୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଅଭିନେତ୍ରୀ ଜୁହି ଚାୱଲା (Juhi Chawla) 5G ଟେଲିକମ୍ ଟେକ୍ନୋଲୋଜି ସହ ଜଡିତ ସ୍ୱାସ୍ଥ୍ୟ ବିପଦକୁ ନେଇ ଦିଲ୍ଲୀ ହାଇକୋର୍ଟ (Delhi High Court) ରେ ମକଦ୍ଦମା ଦାୟର କରିଥିଲେ। ତାଙ୍କ ମାମଲା ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଅଭିନେତ୍ରୀଙ୍କ ଦ୍ଵାରା ଦାଖଲ ହୋଇଥିବା ମକଦ୍ଦମା ଏକ ପ୍ରଚାର ପ୍ରସାର। ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଆବେଦନକାରୀଙ୍କ ଦ୍ଵାରା ଆଇନ ପ୍ରକ୍ରିୟାର ଅପବ୍ୟବହାର କରାଯାଇଥିଲା, ଯେଉଁଥିପାଇଁ ତାଙ୍କ…

Read More
Juhi-Chawla

ଜୁହି ଚାୱଲା 5G ଟେକ୍ନୋଲୋଜି ବିରୋଧରେ କଲେ ମାମଲା ଦାୟର

ନୂଆଦିଲ୍ଲୀ: ଫାଇଭ-ଜି (5G) ପାଇଁ କରୋନା (Corona) ବଢୁଛି ବୋଲି  ଗୁଜବ ବଢିବା ପରେ ଦେଶରେ 5G ଇଣ୍ଟରନେଟ୍ ଟାୱାର ପରୀକ୍ଷା ଉପରେ ନିଷେଧାଦେଶ ଜାରି କରିବା ପାଇଁ ଜୋର ଧରିଛି। ଏହି ଅଭିଯାନରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା (Juhi Chawla) ମଧ୍ୟ ଯୋଗ ଦେଇଛନ୍ତି। ଜୁହି ସୋସିଆଲ ମିଡିଆ (Social Media) ରେ ପ୍ରଶଂସକମାନଙ୍କୁ ପରିବେଶ ବିଷୟରେ ସଚେତନ ବାର୍ତ୍ତା ଦେଉଛନ୍ତି।  ସେ ପରିବେଶ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରନ୍ତି। ସେ…

Read More
odisha-school

Odisha School: ୨୦ରୁ କମ୍‍ ପିଲା ପଢ଼ୁଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇପାରିବ ନାହିଁ: ହାଇକୋର୍ଟ

କଟକ: ରାଜ୍ୟରେ ୨୦ରୁ କମ୍‍ ପିଲା ପାଠ ପଢ଼ୁଥିବା ବିଦ୍ୟାଳୟ (School) କୁ ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏନେଇ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ସେହି ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଛୋଟ ଛୋଟ ପିଲାମାନେ ଦୂର ସ୍କୁଲ୍‍କୁ ଯାଇ ପାଠ ପଢ଼ିବା ବେଆଇନ ବୋଲି ଅଦାଲତ ତାଙ୍କ ରାୟରେ କହିଛନ୍ତି। ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି…

Read More
Odisha Teacher Recruitment 2022

Odisha News: ରାଜ୍ୟରେ ୧୪,୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ!

କଟକ: ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (School) ବନ୍ଦ ହେବ ବୋଲି ଜଣାପଡ଼ିଛି। ୨୦୧୮ରେ ନିଆଯାଇଥିବା ଏହି ନିଷ୍ପତ୍ତି ୨୦୨୦-୨୧ରୁ ଲାଗୁ ହେବାକୁ ଯାଉଥିବାବେଳେ ଏହାକୁ ଚ୍ୟାଲେଞ୍ଜ୍‍ କରି ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରହିତାଦେଶ ଦେବା ସହ ଏହାକୁ ରଦ୍ଦ କରିବାପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀଙ୍କ ପକ୍ଷରୁ ନିବେଦନ କରାଯାଇଛି। ଭାରତୀୟ ବିକାଶ…

Read More
hathras security

Hathras Case: ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସମସ୍ୟା ସୃଷ୍ଟି କରୁଛି, ପୀଡିତାଙ୍କ ପରିବାର ମୁକ୍ତି ପାଇଁ ହାଇକୋର୍ଟରେ

ହାଥରସ: ହଥରସ (Hathras) ମାମଲାରେ ୟୁପି ସରକାର (UP Government) ପୀଡିତାଙ୍କ ପରିବାରକୁ ତ୍ରି-ସ୍ତରୀୟ ସୁରକ୍ଷା ପ୍ରଦାନ କରିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ସୁରକ୍ଷା ବ୍ୟବସ୍ଥାକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୀଡିତାଙ୍କ ପରିବାର ପକ୍ଷରୁ ଜଣେ ସାମାଜିକ କର୍ମୀ ମୁକ୍ତି ପାଇବା ପାଇଁ ହାଇକୋର୍ଟ (High Court) ରେ ଆବେଦନ କରିଛନ୍ତି। ପୀଡ଼ିତାଙ୍କ ଆବେଦନରେ ଦର୍ଶାଯାଇଛି ଯେ, ଅତ୍ୟଧିକ ସୁରକ୍ଷା ଏବଂ ପୋଲିସ-ପ୍ରଶାସନ ପ୍ରତିବନ୍ଧକ ଯୋଗୁଁ ପରିବାରକୁ ଘରେ ବନ୍ଦୀ କରି ରଖାଯାଇଛି।…

Read More
kangana office

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଥିବା BMC, ଦାଉଦ ଇବ୍ରାହିମଙ୍କ ସମ୍ପତ୍ତି ଭାଙ୍ଗି ନ ଥିବାରୁ ହାଇକୋର୍ଟଙ୍କ ତାଗିଦ

ମୁମ୍ବାଇ: ବୃହନ୍‌ମୁମ୍ବଇ ମହାନଗର ନିଗମ (BMC) ବୁଲ୍‌ଡୋଜର ଲଗାଇ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିଛି। ଉଚ୍ଛେଦ କରାଯାଇଥିବାବେଳେ କଙ୍ଗନାଙ୍କ ଓକିଲ ରିଜ୍‌ୱାନ ସିଦ୍ଦିକି ବମ୍ବେ ହାଇକୋର୍ଟର ଦ୍ଵାରସ୍ଥ ହୋଇ ରହିତାଦେଶ ଆଣିଛନ୍ତି ,ହେଲେ ସେତେବେଳକୁ ଉଚ୍ଛେଦ କାର୍ଯ୍ୟ ଶେଷ ହୋଇଥିଲା। ଶିବସେନା ନେତା ସଞ୍ଜୟ ରାଉତ (Sanjay Rout)ଏବଂ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ (Kangana Ranaut) ଙ୍କ ମଧ୍ୟରେ ଚାଲିଥିବା ବାକ୍ ଯୁଦ୍ଧ ବଢିବାରେ ଲାଗିଛି। ବୁଧବାର ଦିନ ଶିବସେନାଙ୍କ ପ୍ରବର୍ତ୍ତନରେ ବିଏମସି କଙ୍ଗନା କାର୍ଯ୍ୟାଳୟ ଭାଙ୍ଗି…

Read More
Supreme court

ମଲ୍ ଏବଂ ମଦ ଦୋକାନ ଖୋଲିପାରେ, ତେବେ ମନ୍ଦିର କାହିଁକି ନୁହେଁ? ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି

ନୂଆଦିଲ୍ଲୀ :ଜୈନ ସମ୍ପ୍ରଦାୟର ମନ୍ଦିର ଖୋଲିବାକୁ ଥିବା ଏକ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ମନୋଭାବ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଭାରତର ପ୍ରଧାନ ବିଚାରପତି (Chief Justice) ମହାରାଷ୍ଟ୍ର ସରକାରଙ୍କୁ କହିଛନ୍ତି ଯେ ଆପଣ ମଲ୍, ବଜାର, ମଦ ଦୋକାନକୁ ଖୋଲା ରଖିବାକୁ ଅନୁମତି ଦେଉଛନ୍ତି କାରଣ ଭଲ ଆୟ ସେଠାରୁ ଆସିଥାଏ, କିନ୍ତୁ ଧାର୍ମିକ କାରଣରୁ ମନ୍ଦିରକୁ ଯିବାକୁ ହେଲେ ଆପଣଙ୍କୁ କରୋନା ଭୂତାଣୁ ବ୍ୟାପିବାର ନାଆ…

Read More

ସମସ୍ତ ଡାକ୍ତର ବଡ଼ ଅକ୍ଷରରେ ପ୍ରେସକ୍ରିପସନ୍ ଲେଖିବା ଆବଶ୍ୟକ:ଓଡ଼ିଶା ହାଇକୋର୍ଟ

କଟକ : ବେଳେ ବେଳେ ଦେଖାଯାଏ ଯେ ଡାକ୍ତର ମାନେ ରୋଗୀକୁ  ଲେଖିଥିବା ପ୍ରେସକ୍ରିପସନ ସ୍ପଷ୍ଟ ଭାବେ ପଢିବା ସମ୍ଭବ ହୁଏ ନାହିଁ। ଏମିତିବି ହେଉଛି ମେଡିସିନ ଦୋକାନୀବି ସେ ପ୍ରେସକ୍ରିପସନକୁ ପଢି ପାରନ୍ତି ନାହିଁ।  ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ  ଉଭୟ ସରକାରୀ ତଥା ବେସରକାରୀ ଡାକ୍ତର ରୋଗୀକୁ ଔଷଧ ଲେଖିବା ବେଳେ ସର୍ବଦା କ୍ୟାପିଟାଲ୍ ଅକ୍ଷରରେ ଲେଖିବା ବାଧ୍ୟତାମୂଳକ କରନ୍ତୁ। ଜଣେ ଅସୁସ୍ଥ କଏଦୀଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କ ନିକଟରେ…

Read More

ପୁଣି ଚର୍ଚ୍ଚାରେ ହରିୟାଣାର ଆଇଏଏସ୍ ଅଶୋକ ଖେମକା,କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନୋଟିସ୍

ଚଣ୍ଡିଗଡ଼: ପୁଣି ଚର୍ଚ୍ଚାରେ ହରିୟାଣା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ଶ୍ରୀ ଅଶୋକ ଖେମକା।ଏଥର କିନ୍ତୁ କେନ୍ଦ୍ରରେ ସେବା କରିବାକୁ ଆଗ୍ରହୀ ଥିବା ହରିୟାଣା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ କ୍ୟାଟ୍ (Central Administrative Tribunal) ସହ ସଂଘର୍ଷ କରିଛନ୍ତି। ହାଇକୋର୍ଟରେ ଚ୍ୟାଲେଞ୍ଜ ହୋଇଥିବା କ୍ୟାଟ୍ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଶୋକ ଖେମକାଙ୍କ ଆବେଦନ ଶୁଣିବାବେଳେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ଜଷ୍ଟିସ ରାଜନ ଗୁପ୍ତା ଏବଂ ଜଷ୍ଟିସ କର୍ମଜିତ ସିଂଙ୍କ ଏକ ବେଞ୍ଚ କେନ୍ଦ୍ର…

Read More