Hoshiarpur Case: ଭାଇ-ଭଉଣୀ କେବେ ହୋଶିଆରପୁର ପିକନିକରେ ଯିବେ?: BJP
ପଞ୍ଜାବ: ଦୁଷ୍କର୍ମ ଘଟଣାର ରାଜନୀତିକରଣ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Union Finance Minister Nirmala Sitharaman ) କହିଛନ୍ତି ଯେ ହୋଶିଆରପୁର (Hoshiarpur) ରେ ଜଣେ ୬ବର୍ଷର ବାଳିକାକୁ ଦୁଷ୍କର୍ମ କରାଯାଇଥିଲା ଏବଂ ତାଙ୍କ ଶରୀରକୁ ଜାଳିଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ (Congress) ଦଳର ନୀରବତା ଦୁଃଖଦାୟକ, ଦୁଷ୍କର୍ମ ରାଜନୀତି ସହ ଜଡିତ ହେବା ଉଚିତ ନୁହେଁ ସେ କହିଛନ୍ତି। ସେ କହିଛନ୍ତି ଯେ ଆଜି ମୁଁ କଂଗ୍ରେସ ଦଳକୁ ପଚାରିବାକୁ ଚାହୁଁଛି…
