Home » HOTSPOT DISTRICT

କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି, ନିକଟତମ ଆତ୍ମୀୟଙ୍କୁ ମିଳିବ ମାସିକ ସହାୟତା

ଭୁବନେଶ୍ଵର : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଭିଡ୍ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀ ଏବଂ ଆଶାକର୍ମୀମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରିଛନ୍ତି। କୋଭିଡ଼ ଯୋଦ୍ଧା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ଯଦି ସଂକ୍ରମିତ ହୋଇ ମୃତ୍ୟୁବରଣ କରନ୍ତି ତେବେ ନିକଟତମ ଆତ୍ମୀୟଙ୍କୁ ମାସିକ ସହାୟତା ମିଳିବ। କୋଭିଡ୍ ଯୁଦ୍ଧରେ ସାମିଲ ହୋଇ କାମ କରୁଥିବା କେହି ଅଙ୍ଗନବାଡ଼ି କର୍ମୀ ଯଦି ସଂକ୍ରମିତ…

Read More

ଘରେ ରହି କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇପାରିବେ, ନେବାକୁ ପଡିବ ଜିଲ୍ଲାପାଳ ଓ ପୌର କମିଶନର ଙ୍କ ଠାରୁ ଅନୁମତି

ଭୁବନେଶ୍ଵର : ପୌର ପରିଷଦ, ଏୟାରପୋର୍ଟ, ବନ୍ଦର, ରେଳପଥ, ପୋଲିସ, ସାଧାରଣ ଉଦ୍ୟୋଗ, କେନ୍ଦ୍ରୀୟ ଅନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ଧାର୍ମିକ ସଂସ୍ଥା ଓ   ସେଚ୍ଛାସେବୀ ଅନୁଷ୍ଠାନ ପ୍ରଭୃତି ନିଜ ନିଜ କର୍ମଚାରୀଙ୍କପାଇଁ କୋଭିଡ କେୟାର ହୋମ ଓ  ସେଣ୍ଟର ପ୍ରତିଷ୍ଠା କରିପାରିବେ। ଉପରୋକ୍ତ କୋଭିଡ କେୟାର ହୋମକୁ ଜିଲ୍ଲାପାଳ କିମ୍ବା ପୌର କମିଶନର ସ୍ୱୀକୃତି ଦେବେ। ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏଣିକି ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ…

Read More

ଅନୁଗୋଳ ରୁ ଆଜି ୧୧ ଜଣ କରୋନା ପଜିଟିଭ ଚିହ୍ନଟ;ହଟସ୍ପଟ ଜିଲ୍ଲାରୁ ଅନୁଗୋଳ ମନା

ଅନୁଗୋଳ:ଅନୁଗୋଳ ଜିଲାରୁ ଆଜି ଏକ ସମୟରେ ୧୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତାଳଚେର ବ୍ଲକ ଅଂଚଳରୁ ସର୍ବାଧିକ ୭ ଜଣ ଓ ଅନୁଗୋଳ ବ୍ଲକ ଅଂଚଳରୁ ୩ ଜଣ କରୋନା ପଜିଟିଭ ଅଛନ୍ତି। ତାଳଚେର ବ୍ଲକ ଅଂଚଳରୁ ୪ଜଣ ପୁରୁଷ ଓ ୩ ଜଣ ମହିଳା ଅଟନ୍ତି। ଏହି ୪ଜଣ ପୁରୁଷଙ୍କ ମଧ୍ୟରୁ ଦୁଇ ଜଣ ଯାଜପୁର ଫେରନ୍ତା ଯାହାଙ୍କର ବୟସ ୨୧ ଓ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଦୁଇଜଣ…

Read More