DRDO ତରଫରୁ ହାଇପରସୋନିକ୍ ଟେକ୍ନୋଲୋଜି ଯାନର ସଫଳ ପରୀକ୍ଷଣ
ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଆଜି ହାଇପରସୋନିକ୍ ଟେକ୍ନୋଲୋଜି ଯାନକୁ ଏକ ସ୍ୱଦେଶୀ ବିକଶିତ ସ୍କ୍ରାମଜେଟ୍ ପ୍ରପୁଲସନ୍ ସିଷ୍ଟମ୍ ମାଧ୍ୟମରେ ସଫଳତାର ସହ ପରୀକ୍ଷା କରିଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (DRDO) ପକ୍ଷରୁ ଭଦ୍ରକ ଧାମରାସ୍ଥିତ ଅବଦୁଲ୍ କଲାମ (Dr. APJ Abdul Kalam Launch Complex at Wheeler Island )ଦ୍ଵିପର ୪ ନମ୍ବର ଲଞ୍ଚପ୍ୟାଡ୍ରୁ ହାଇପରସୋନିକ୍ ଗତିଶୀଳଯାନ ((Hypersonic…
