mtimes odia
Home » Hydrabad
hydrabad-rain

Hyderabad: ହାଇଦ୍ରାବାଦରେ ବାଦଲଫଟା ବର୍ଷା,୧୧ ଜଣଙ୍କର ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନା(Telangana) ର ଅନେକ ସ୍ଥାନରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ପଶି ଘର ଭିତରକୁ ପାଣି ପ୍ରବେଶ କରିଥିଲା। ବର୍ତ୍ତମାନ ହାଇଦ୍ରାବାଦ (Hyderbad) ସହର ଜଳ ପୂର୍ଣ୍ଣ ହୋଇଛି। ସହରର ପ୍ରାୟ ଅଞ୍ଚଳରେ ଅଣ୍ଟାରୁ ଅଧିକ ପାଣି ପ୍ରବାହିତ। ପୋଲିସ ସୂଚନାଅନୁସାରେ ଦୁଇଟି ଘରର କାନ୍ଥରେ କିଛି ବଡ ପଥର ଖସି ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି…

Read More

କୋଭାକ୍ସିନ୍ କୋଭିଡ୍-୧୯ ଟୀକା ହାଇଦ୍ରାବାଦର ନିମସ୍ ରେ ମାନବ ପରୀକ୍ଷଣ ଆରମ୍ଭ

ହାଇଦ୍ରାବାଦ: ସୋମବାର ଏଠାରେ ନିଜାମଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ନିମସ୍ (NIMS) ରେ ପ୍ରଥମ ସ୍ୱଦେଶୀ ବିକଶିତ କୋଭିଡ -୧୯ ଟିକା କୋଭାକ୍ସିନ୍ ମାନବ ପରୀକ୍ଷା ଚାଲିଛି। କୋଭାକ୍ସିନ୍ ମାନବ ପରୀକ୍ଷା ହେଉଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଏବଂ ଭାରତ ବାୟୋଟେକ୍ ମଧ୍ୟରେ କୋଭିଡ -୧୯ ପାଇଁ ଏକ ଟିକା ପ୍ରସ୍ତୁତ କରିବା ପାଇଁ ସହଯୋଗର ଫଳାଫଳ ଅଟେ। ସୋମବାର ଦିନ ନିମସ୍ (NIMS) ରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ଵାରା ଦୁଇଜଣ…

Read More

ଅନୁଗୋଳ ରୁ ଆଜି ୧୫ ଜଣ କରୋନା ପଜିଟିଭ ଚିହ୍ନଟ;ପଜିଟିଭ ସଂଖ୍ୟା ୧୫୪

ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲାରୁ ପୁଣି ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ  ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ରେ ପହଞ୍ଚିଛି। ମଙ୍ଗଳବାର ବାହାରିଥିବା ୧୫ ଜଣ ପଜିଟିଭଙ୍କ ମଧ୍ୟରୁ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୬ ଜଣ, କିଶୋରନଗର ବ୍ଲକ୍ ଅଞ୍ଚଳରୁ ୬ ଜଣ, ତାଳଚେର ବ୍ଲକ୍ ଅଞ୍ଚଳରୁ ୨ ଜଣ ଏବଂ  ଜଣେ ପାଳଲହଡା ବ୍ଳକ୍ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ୍‌ର ଏକ ଶିକ୍ତ ସଂସ୍ଥା ଅଞ୍ଚଳ ମଧ୍ୟରୁ ୪ ଜଣ ଏବଂ  ବାହାରୁ…

Read More