କୋଭିଡ଼-୧୯ର ଗୁଣବତ୍ତା ତଥ୍ୟରେ କର୍ଣ୍ଣାଟକ ଶ୍ରେଷ୍ଠ,ଆନ୍ଧ୍ରପ୍ରଦେଶ ରେ କରୋନା ଟେଷ୍ଟ ୨୮୦୦ଟଙ୍କା ରୁ ଅଧିକ ନୁହେଁ,ଆଉ ଲକଡାଉନ ହେବନି କେରଳ ରେ
କେରଳ: ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର କ୍ୟାବିନେଟ ବୈଠକ ରେ ନିଷ୍ପତ୍ତି ନିଆଯାଇଛି ଯେ ଆଉ କେରଳରେ ଲକ ଡାଉନ ହେବନି।ଏହା ବ୍ୟବସାୟ ଉପରେ ପ୍ରଭାବ ପକାଉଛି। ଯେଉଁଠାରେ ରୋଗ ସଂକ୍ରମଣର ମାତ୍ରା ଅଧିକ, ସେହି ଅଞ୍ଚଳରେ ପୋଲିସର ଅନୁସନ୍ଧାନ ଏବଂ ପ୍ରତିବନ୍ଧକକୁ କଡାକଡି କରାଯିବ। ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇପାରେ। ଏହି ସମୟରେ, କୋଜିକୋଡେରେ ଏକ ପରିବାରର ତୃତୀୟ ସଦସ୍ୟ ଆଜି କରୋନୋ ଭୂତାଣୁ ରେ ସଂକ୍ରମିତ ହୋଇଛନ୍ତି। କୋଭିଡ କାରଣରୁ ଆଉ…
