Home » ICSE RESULT

କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ପ୍ରକାଶିତ

କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଚଳିତ ବର୍ଷର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରିଛି। ପରିଷଦ ଆଜି ଅପରାହ୍ନ ୩ ଟାରେ ପୂର୍ବ ନିର୍ଦ୍ଧାରିତ ତାରିଖ ଏବଂ ସମୟ ଅନୁଯାୟୀ ରେଜଲ୍ଟ  ଘୋଷଣା କରିଛି। ପରିଷଦର ଫଳାଫଳ ପୋର୍ଟାଲ, https://results.cisce.org/ ରେ ଦଶମ ଏବଂ ଦ୍ୱାଦଶ ଫଳାଫଳ ୨୦୨୦ ଘୋଷଣା କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଫଳାଫଳକୁ ନେଇ ଖୁସି ନୁହଁନ୍ତି ସେମାନେ ପୁନଃ ଯାଞ୍ଚ…

Read More

ଆସନ୍ତାକାଲି ଆଇସିଏସଇ ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ : ଆସନ୍ତାକାଲି ଅପରାହ୍ନ ୩ ଟାରେ ଆଇସିଏସଇ ବୋର୍ଡ ର ଦଶମ ଏବଂ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ।  କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ସିଏସ୍ଏସ୍ଇ) ଏହାର ୱେବସାଇଟରେ ପ୍ରକାଶିତ ବିଜ୍ଞପ୍ତିରେ ଦଶମ ଏବଂ ଦ୍ୱାଦଶ ଫଳାଫଳକୁ ନିଶ୍ଚିତ କରିଛି। ଆସନ୍ତାକାଲି ଶୁକ୍ରବାର ଅପରାହ୍ନ ୩ ଟା ରେ ଫଳାଫଳ ଘୋଷଣା କରାଯିବ। ଛାତ୍ରଛାତ୍ରୀଙ୍କ ଫଳାଫଳ ପରିଷଦର ଅଫିସିଆଲ୍ ୱେବସାଇଟରେ କ୍ୟାରିୟର ବିଭାଗରେ ଦେଖିପାରିବେ।

Read More