Cyclone Tauktae: ଉଗ୍ର ରୂପରେ ମାଡି ଆସୁଛି ବାତ୍ୟା ‘ତଉକତେ’
ନୂଆଦିଲ୍ଲୀ: ସାମୁଦ୍ରିକ ଝଡ ରୂପରେ ମାଡିଆସୁଛି ବାତ୍ୟା ‘ତଉକତେ’ (Cyclone Tauktae)। ଏ ନେଇ ଭାରତ ପାଣିପାଗ ବିଭାଗ (India Meteorological Department-IMD) ଏକ ସତର୍କ ସୂଚନା ଜାରି କରିଛି ଯେ ମେ ୧୭ ସୁଦ୍ଧା ଆରବ ସାଗର (Arabian Sea ) ରେ ଥିବା ନିମ୍ନ ଚାପ ଅଞ୍ଚଳ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ମେ ୧୮ ସୁଦ୍ଧା, ଭୟଙ୍କର ସାଇକ୍ଲୋନିକ୍ ‘ତଉକତେ’ ଗୁଜୁରାଟ ଉପକୂଳ (Gujarat Cost) ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ପାଣିପାଗ…
