Home » Inauguration PM Modi
agra tunnel metro

Agra Metro: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭ ଉଦ୍‍ଘାଟନ କରିବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‍ରେ ଭିଡ଼ିଓ କନ୍‍ଫରେନ୍ସିଂ (Video Conferencing) ଜରିଆରେ ଆଗ୍ରା ମେଟ୍ରୋ (Agra Metro) ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭ ଉଦ୍‍ଘାଟନ କରିବେ। ଆଗ୍ରା ମେଟ୍ରୋ ପ୍ରକଳ୍ପ ଦୁଇଟି କରିଡର୍‍କୁ ନେଇ ଗଠିତ ହୋଇଥିବାବେଳେ ଏହାର ଦୈର୍ଘ୍ୟ ୨୯ କିଲୋମିଟର ୪୦୦ ମିଟର ରହିଛି। ଏହା ତାଜମହଲ୍‍, ଆଗ୍ରା ଦୁର୍ଗ, ସିକନ୍ଦର ଭଳି ପର୍ଯ୍ୟଟନ ସ୍ଥଳୀ ବ୍ୟତୀତ କେତେକ ରେଳ ଷ୍ଟେସନ୍‍…

Read More