Home » Ind Vs Eng
ndia-t20i-trophy-celebration

India Vs England: ଭାରତ T20 ସିରିଜ ଜିତିଲା, କୋହଲି କହିଲେ ସବୁବେଳେ ରୋହିତଙ୍କ ସହ ଓପନିଂ କରିବାକୁ ଇଚ୍ଛା

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ (Narendra Modi Cricket Stadium) ରେ ଖେଳାଯାଇଥିବା ପଞ୍ଚମ ଟି-୨୦ (T-20)  ମ୍ୟାଚରେ ଭାରତ(India) ଇଂଲଣ୍ଡ (England) କୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ମଧ୍ୟ ଟି-୨୦ ସିରିଜକୁ ୩-୨ରେ ଜିତିଛି। ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି (Virat Kohli) ବିଜୟ ପାଇଁ ସୂର୍ଯ୍ୟକୁମାର ଯାଦବ (Surya Kumar Yadav) ଏବଂ ଶାର୍ଦ୍ଦୁଲ ଠାକୁର (Shardul Thakur) ଙ୍କୁ ଶ୍ରେୟ…

Read More
team india

Ind Vs Eng Test Series: ଟିମ୍ ଇଣ୍ଡିଆ ୧୦ ୱିକେଟ୍ ରେ ବିଜୟୀ

ଅହମ୍ମଦାବାଦ: ଭାରତ (India) ଏବଂ ଇଂଲଣ୍ଡ (England) ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଶେଷ ହୋଇଛି। ଟିମ୍ ଇଣ୍ଡିଆ (Team India) ଏହି ମ୍ୟାଚ୍ କୁ ୧୦ ୱିକେଟ୍ ରେ ଜିତିଛି। ଚତୁର୍ଥ ଇନିଂସରେ ଇଂଲଣ୍ଡ ଟିମ ଇଣ୍ଡିଆ ଆଗରେ ଜିତିବା ପାଇଁ ୪୯ ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ଭାରତ ବିନା ୱିକେଟରେ ହାସଲ କରିଥିଲା। ଏହା ସହିତ ଟିମ୍ ଇଣ୍ଡିଆ ଏହି ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି।…

Read More
motera-stadium-ind-vs- eng

Ind Vs Eng: ଇଂଲଣ୍ଡ ଇନିଂସ ୮୧ ରନ୍ ରେ ସୀମିତ, ଭାରତକୁ ୪୯ ରନ୍ ର ଟାର୍ଗେଟ

ଅହମ୍ମଦାବାଦ: ଭାରତ (India) ଏବଂ ଇଂଲଣ୍ଡ (England) ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜ (Test Series) ର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ (Narendra Modi Cricket Stadium) ରେ ଖେଳାଯାଉଛି। ମ୍ୟାଚ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ଆସି ପହଞ୍ଚିଛି। ଆଜି ଦିନରାତି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ। ଦ୍ୱିତୀୟ ଇନିଂସରେ ୮୧  ରନ୍ ସ୍କୋର କରିବା ପରେ ଇଂଲଣ୍ଡ ଦଳ ଅଲଆଉଟ୍ ହୋଇଛି। ଭାରତ ଆଗରେ ଜିତିବା ପାଇଁ ଇଂଲଣ୍ଡ…

Read More