Home » INDIA-JAPAN relation
modi pm

ଭାରତର ଝଟକା ପରେ ଝଟକାରେ ଚୀନର ଅର୍ଥବ୍ୟବସ୍ଥା ଧ୍ଵସ୍ତ

ନୂଆଦିଲ୍ଲୀ: ଏଲଏସି (LAC)ରେ ଭାରତ ସହ ଚୀନ (China)ର ଉତ୍ତେଜନା ପରିସ୍ଥିତି ପରେ ଭାରତ ଚୀନ୍ ଉପରେ ଅନେକ କଠୋର ନିଷ୍ପତ୍ତି ନେଉଛି। ମୋବାଇଲ୍ ଆପ୍ (App) ଉପରେ ନିଷେଧାଦେଶ, ନିବେଶକୁ ସୀମିତ ରଖିବା ପାଇଁ ନିୟମ ପରିବର୍ତ୍ତନ, ସମସ୍ତ ସାମଗ୍ରୀ ଉପରେ ଶୁଳ୍କ (Tax )ବୃଦ୍ଧି ସହିତ ଅନେକ ପ୍ରମୁଖ ନିଷ୍ପତ୍ତି ନେଉଛି।  ଧୀରେ ଧୀରେ ଏହାର ପ୍ରଭାବ ମଧ୍ୟପଡ଼ିଲାଣି। ଚଳିତ ବର୍ଷ ଜୁଲାଇ ସୁଦ୍ଧା ଭାରତରେ ଚାଇନାର ଆମଦାନୀ ପ୍ରାୟ ଏକ ଚତୁର୍ଥାଂଶ ହ୍ରାସ…

Read More
Narendra Shinzo Abe

ଚୀନ୍ ଉପରେ ଜାପାନର ‘ଅର୍ଥନୈତିକ ସର୍ଜିକାଲ୍ ଷ୍ଟ୍ରାଇକ୍’ ଚୀନ୍ ଛାଡି ଭାରତ ଆସୁଥିବା କମ୍ପାନୀକୁ ସବସିଡି ମିଳିବ

ଟୋକିଓ: ଜାପାନର ଅର୍ଥନୀତି, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ (METI) କହିଛି ଯେ ଚୀନ୍ (China ) ବଦଳରେ ଭାରତରେ ସେମାନଙ୍କ ସାମଗ୍ରୀ ଉତ୍ପାଦନ କରୁଥିବା ଜାପାନୀ ଉତ୍ପାଦକମାନଙ୍କୁ ବର୍ତ୍ତମାନ ଜାପାନ (Japan) ସରକାର ସବସିଡି (Subsidy) ଦେବ। କରୋନା ସଂକ୍ରମଣ (Covid -19) ସମୟରେ ପୂର୍ବ ଲଦାଖରେ ଭାରତକୁ ଚ୍ୟାଲେଞ୍ଜ କରି ଚୀନ୍ ବିଶ୍ୱ ସ୍ତରରେ ଅଲଗା ହେବାକୁ ଯାଉଛି। ସୂଚନାଯୋଗ୍ୟ,ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶ ଖୋଲାଖୋଲି ଭାବେ ଭାରତ ସପକ୍ଷରେ ଓକିଲାତି…

Read More