India Vs Netherlands Highlights: ଟିମ ଇଣ୍ଡିଆ ୫୬ ରନରେ ବିଜୟ, ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ
ସିଡନୀ : T20 World Cup 2022 India Vs Netherlands Highlights ଟି -୨୦ ବିଶ୍ୱକପ ୨୦୨୨ରେ ଆଜି ନେଦରଲ୍ୟାଣ୍ଡ ସହିତ ଭାରତର ମ୍ୟାଚ୍ (India Vs Netherlands Highlights) ଖେଳାଯାଇଥିଲା, ଯେଉଁଥିରେ (Team India) ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ଏହି ମ୍ୟାଚ୍ ୫୬ ଜିତିନେଇଛି। ଏହି ବିଜୟ ପରେ ପଏଣ୍ଟ ଟେବୁଲରେ ଭାରତର ସ୍ଥିତି ଅଧିକ ମଜବୁତ ହୋଇଛି। ଗ୍ରୁପ୍ ବି, ଯେଉଁଥିରେ ଟିମ୍ ଇଣ୍ଡିଆ ଅଛି, ଦଳ ଦୁଇଟି…
