Bank Privatisation: ଏହି ଦୁଇ ସରକାରୀ ବ୍ୟାଙ୍କ ହେବ ଘରୋଇକରଣ
ନୂଆଦିଲ୍ଲୀ: Bank Privatisation News ସରକାରୀ ବ୍ୟାଙ୍କଗୁଡିକ (Public Sector Banks) ର ଘରୋଇକରଣ ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ତୀବ୍ର ଗତିରେ କାର୍ଯ୍ୟ କରୁଥବା ଦେଖାଉଛି। ସରକାର ମୌସୁମୀ ଅଧିବେଶନରେ ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ଆଣିପାରିବେ ବୋଲି ବିଶ୍ୱାସ କରାଯାଉଛି। ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (Indian Overseas Bank), ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (Central Bank of India) ଏବଂ ଏକ ଜେନେରାଲ୍ ଇନସୁରାନ୍ସ କମ୍ପାନୀ (General Insurance…
