mtimes odia
Home » Indonesia Earthquake Updates
Indonesia Earthquake Updates

Indonesia Earthquake Updates: ଇଣ୍ଡୋନେସିଆ ଭୂମିକମ୍ପରେ ୧୬୨ ମୃତ

ଜାକର୍ତ୍ତା: Indonesia Earthquake Updates ଇଣ୍ଡୋନେସିଆର ଜାଭା ଦ୍ଵୀପରେ ସୋମବାର ଜୋରଦାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରହିଥିଲା। ଏଥିରେ ସହରରେ୧୬୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୨୬ ଲୋକ ଆହତ ହୋଇଛନ୍ତି। ସହରର ୨୨୦୦ରୁ ଅଧିକ କୋଠା ଭୁଷୁଡ଼ି ପଡ଼ିଥିବାରୁ ଏହାର ଭଗ୍ନାବଶେଷ ତଳେ କେତେକ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ…

Read More