Home » IOCL
Ranapur

Nayagarh News: ନୟାଗଡ଼ ମଣିନାଗ ପୀଠରେ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୟାଗଡ: Nayagarh district Maninaga Pitha ନୟାଗଡ଼ ଜିଲ୍ଲା ରଣପୁର (Ranapur) ର ପ୍ରସିଦ୍ଧ ମା’ ମଣିନାଗ ପୀଠର (Nayagarh) ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ପର୍ଯ୍ୟଟକ ସୁବିଧା ନିମନ୍ତେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁରୁବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଙ୍କ ଦ୍ଵାରା ଆଜି ଗୁରୁବାର ଲୋକାର୍ପିତ ହୋଇଯାଇଛି। ମା’ଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ବୀରଭୂମି ଓ ଐତିହ୍ୟସମ୍ପନ୍ନ ରଣପୁର ଅଞ୍ଚଳର ସ୍ୱାଭିମାନୀ ନାଗରିକମାନଙ୍କୁ…

Read More
lpg-gas-cylinder

LPG Cylinder New Price: ବଢିଲା ଗ୍ୟାସ୍ ଦର, ବ୍ୟବସାୟିକ ସିଲିଣ୍ଡର ପିଛା ୧୦୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: LPG Cylinder New Price Today ସାଧାରଣ ଲୋକଙ୍କୁ LPG ଗ୍ୟାସ୍  ସମ୍ବନ୍ଧରେ ଏକ ବଡ଼ ଝଟକା ଲାଗିଛି। ସରକାରୀ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL) ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରିଛି। ସୂଚନା ଅନୁସାରେ ଭାରତୀୟ ତୈଳ ନିଗମ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରକୁ ୧୦୫ ଟଙ୍କା ବୃଦ୍ଧି କରିଛି। ନୂତନ ମୂଲ୍ୟ ମାର୍ଚ୍ଚ ୧ଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।…

Read More
paradeep plastic park

Paradip Plastic Park: ପାରାଦୀପ ପ୍ଲାଷ୍ଟିକ ପାର୍କ ପାଇଁ ଆଇଓସିଏଲ୍ ଏବଂ ଇଡକୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ପାରାଦୀପ ପ୍ଲାଷ୍ଟିକ ପାର୍କ (Paradip Plastic Park) ର ବିକାଶ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ଏବଂ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (IDCO) ମଧ୍ୟରେ ଆଜି ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan), ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ହାଇବ୍ରିଡ ମୋଡରେ ଏହି…

Read More
dharmendra-pradhan _solar

ରାଷ୍ଟ୍ରାୟତ ତୈଳ କମ୍ପାନୀର ୫୦ ପ୍ରତିଶତ ଫୁଏଲ୍ ଷ୍ଟେସନକୁ ସୌରଚାଳିତ କରିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ପ୍ରଥମ ବିଶ୍ୱ ସୌର ବୈଷୟିକ ସମ୍ମିଳନୀ ଭାରତରେ ଆୟୋଜିତ କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର.କେ ସିଂହ ଏବଂ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପମ୍ପିଲି କାର୍ଯ୍ୟକ୍ରମରେ ସାମିଲ ନୂଆଦିଲ୍ଲ : ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକର ମାଲିକାନାରେ ଥିବା ଦେଶର ପ୍ରାୟ ୫୦ ପ୍ରତିଶତ ଫୁଏଲ ଷ୍ଟେସନକୁ ସୌରଚାଳିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଆନ୍ତର୍ଜାତିକ ସୌର ଆଲିଆନ୍ସ (ISA) ପକ୍ଷରୁ ଭାରତରେ ଆୟୋଜିତ ପ୍ରଥମ ବିଶ୍ୱ ସୌର…

Read More