Home » IPL
ab

IPL 2020: ଏବି ଡି ଭିଲିୟର୍ସ ‘ଅସମ୍ଭବ’ ମ୍ୟାଚ୍ ରେ RCB କୁ ଜିତାଇଲେ ଏମିତି ଥିଲା ଅନୁଷ୍କା-ବିରାଟଙ୍କ ପ୍ରତିକ୍ରିୟା

ଆବୁଧାବୀ: ଶନିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଥିଲା ରୋମାଞ୍ଚକର। ଏହି ମ୍ୟାଚରେ ଏକ ସମୟରେ ବିରାଟ କୋହଲି (Virat Kohli) ଙ୍କ ଆରସିବି ପରାଜୟ ଆଡକୁ ଯାଉଥିଲା କିନ୍ତୁ ଦଳର ସବୁଠାରୁ ବିପଜ୍ଜନକ ଖେଳାଳି ଏବି ଡି ଭିଲିୟର୍ସ (AB de Villiers) ଏକ ଅସମ୍ଭବ ବିଜୟ ସମ୍ଭବ କରିଥିଲେ। ସେ ଏକ ଭଲ ଇନିଂସ ଖେଳିଥିଲେ ଯେଉଁ ସମୟରେ ଦଳ…

Read More
CSK win

IPL 2020 : ସେନ୍‌ ୱାଟସନ୍‌ ଓ ଫାପ୍ ଡୁ ପ୍ଲେସିସ୍ ଙ୍କ କମାଲ, CSK ବିଜୟୀ

ଦୁବାଇ: ସେନ୍‌ ୱାଟସନ୍‌ ‌ ଓ ଫାପ୍ ଡୁ ପ୍ଲେସିସ୍ ଙ୍କ ଯୋଡି ରବିବାରର ରାତି ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଏକତରଫା ଭାବେ ୧୦ ୱିକେଟରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ (KXIP) କୁ ପରାସ୍ତ କରିଛି। ଫର୍ମ ରେ ନଥିବା ଏବଂ ପ୍ରଥମ ୪ ମ୍ୟାଚ୍‌ରୁ ମୋଟ ୫୨ ରନ୍ କରିଥିବା ସେନ୍ ୱାଟସନ୍ (Shane Watson) ରବିବାର କିନ୍ତୁ ଦମଦାର ବ୍ୟାଟିଂ କରିଛନ୍ତି। ସେ ମାତ୍ର ୫୩ଟି ବଲରୁ ୮୩ ରନ୍ କରି…

Read More
mi-vs-kxip

IPL 2020:ମୁମ୍ବାଇ ଇଣ୍ଡିଆନ୍ସ ଠାରୁ କିଙ୍ଗସ ଏକାଦଶ ପଞ୍ଜାବ ୪୮ ରନରେ ପରାସ୍ତ, ରୋହିତ-ପୋଲାର୍ଡଙ୍କ ଯୋଡି କଲେ କମାଲ

ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର  ୧୩ତମ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସ (MI) ଗୁରୁବାର କିଙ୍ଗସ ଏକାଦଶ ପଞ୍ଜାବ (KXIP) କୁ ୪୮  ରନରେ  ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟକ ରୋହିତ ଶର୍ମା(Rohit Sharma) ୭୦ ଓ କିରଣ ପୋଲାର୍ଡ (Kieron  Pollard) ୪୭ ରନ ସ୍କୋର କରିଥିଲେ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବକୁ ୧୯୨  ରନ୍ ଦେଇଥିଲା, ଏହାର ଉତ୍ତରରେ କେ.ଏଲ୍ ରାହୁଲ(KL Rahul) ଙ୍କ…

Read More
virender-sehwag

IPL 2020: CSK ବ୍ୟାଟ୍ସମ୍ୟାନ୍ କୁ ପରବର୍ତ୍ତୀ ମ୍ୟାଚ୍ ରେ ଗ୍ଲୁକୋଜ ଖାଇ ବ୍ୟାଟିଂ କରିବାକୁ ଆସ ବୋଲି କହିଲେ ବିରେନ୍ଦ୍ର ସେହୱାଗ

ମୁମ୍ବାଇ: ୟୁଏଇ (UAE) ରେ ଚାଲୁଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ (IPL) ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତି ଏକ ଭଲ ଆରମ୍ଭ କରିଥିଲା।  କିନ୍ତୁ ଏହା ପରେ ଦଳ କ୍ରମାଗତ ଦୁଇଟି ମ୍ୟାଚ୍ ପରାଜୟର ସାମନା କରିବାକୁ ପଡିଛି। ଉଭୟ ବୋଲିଂ ଏବଂ ବ୍ୟାଟିଂ ବିଭାଗରେ ସିଏସ୍‌କେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି।  ଏହି ପରିସ୍ଥିତିରେ ଭାରତର ପୂର୍ବତନ ସଫଳ ଅଧିନାୟକ ଥିବା ମହେନ୍ଦ୍ର ସିଂ ଧୋନି (MS…

Read More
rayudu mahimalive

IPL 2020 Updates : ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କୁ ଜବାବ ଦେଲେ ଅମ୍ବାତି ରାୟୁଡୁ

ଆବୁଧାବି: ଆଇପିଏଲ୍ ୨୦୨୦ ର ପ୍ରଥମ ମ୍ୟାଚ୍ ପରେ ସବୁଠି କେବଳ ଏବଂ ଅମ୍ବାତି ରାୟୁଡୁ (Ambati Rayudu)ଙ୍କ ବିଷୟରେ ଆଲୋଚନା ହେଉଛି। ସେ ଏମିତି ଜଣେ ବ୍ୟାଟ୍ସମ୍ୟାନ୍ ଯିଏ ପଡ଼ିଆରେ ଅବତରଣ କରିବା ମାତ୍ରେ ତାଙ୍କ ସମାଲୋଚକମାନଙ୍କୁ ବ୍ୟାଟରେ ସମାଲୋଚନା କରିଥିଲେ। ଏକ ଇନିଂସ ଯାହା ଟିମ୍ ଇଣ୍ଡିଆ (Team India) କୋଚ୍ ରବି ଶାସ୍ତ୍ରୀ (Ravi Shastri)ଏବଂ ଅଧିନାୟକ ବିରାଟ କୋହଲି (Virat Kohli) ଙ୍କୁ କହିଛି ଯେ ଗତ ବର୍ଷ ବିଶ୍ୱକପ ୨୦୧୯ରୁ…

Read More
IPL UAE

IPL2020 କାର୍ଯ୍ୟସୂଚୀ ଜାରି,ପ୍ରଥମ ମୁକାବିଲା ସିଏସକେ vs ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ୧୩ ତମ ସିଜିନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆନୁଷ୍ଠାନିକ ଭାବେ ବିସିସିଆଇ (BCCI) ଘୋଷଣା କରିଛି। କ୍ରିକେଟ୍ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଆଇପିଏଲ୍ ୨୦୨୦  କାର୍ଯ୍ୟସୂଚୀକୁ ଅପେକ୍ଷା କରି ରହିଛନ୍ତି। ବିସିସିଆଇ ୬ ସେପ୍ଟେମ୍ବର ରବିବାର ଦିନ ଆଇପିଏଲ୍ ର ୨୦୨୦ସିଜନ୍ ପୂର୍ଣ୍ଣ କାର୍ଯ୍ୟସୂଚୀକୁ ସାର୍ବଜନୀନ କରିଛି। ତେବେ ଆଇପିଏଲର ଏହି ସିଜିନର ଅନ୍ତିମ ମ୍ୟାଚ୍ (Final) କେଉଁଠାରେ ଖେଳାଯିବ ତାହା ଭାରତୀୟ କ୍ରିକେଟ୍ ବୋର୍ଡ ଆନୁଷ୍ଠାନିକ ଭାବେ…

Read More
harbhajan singh

ହରଭଜନ ସିଂ ଆଇପିଏଲ୍ ରୁ ଓହରିଲେ,କହିଲେ କାରଣ

ନୂଆଦିଲ୍ଲୀ: ସୁରେଶ ରୈନା (Suresh Raina)ଙ୍କ ପରେ ଦଳର ଅନ୍ୟ ବରିଷ୍ଠ ଖେଳାଳି ବ୍ୟକ୍ତିଗତ କାରଣରୁ ଦୁବାଇରେ ହେବାକୁଥିବା ଆଇପିଏଲ(IPL)ର ୧୩ ତମ ସିଜିନରୁ ଓହରିଯିବାକୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦଳର ବରିଷ୍ଠ ସ୍ପିନର ହରଭଜନ ସିଂ (Harbhajan Singh) ବ୍ୟକ୍ତିଗତ କାରଣରୁ ଟୁର୍ନାମେଣ୍ଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏହି ସିଜନରେ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ହରଭଜନ ସିଂ ନିଜେ କହିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର…

Read More

ENG v PAK ପ୍ରଥମ ଟେଷ୍ଟ: ଇଂଲଣ୍ଡ ପାକିସ୍ତାନକୁ ତିନି ୱିକେଟରେ ପରାସ୍ତ କରି ସିରିଜରେ ୧-୦ରେ ଅଗ୍ରଣୀ

ମଞ୍ଚେଷ୍ଟର: କ୍ରିକେଟ ଖେଳରେ କିଛିବି ସମ୍ଭବ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଚାଲୁଥିବା ଟେଷ୍ଟ କ୍ରିକେଟ ମ୍ୟାଚ ସିରିଜର ପ୍ରଥମ ମ୍ୟାଚରେ ପ୍ରଥମ ଟେଷ୍ଟ ଜିତିବାର ସ୍ୱପ୍ନ ଦେଖୁଥିବା ପାକିସ୍ତାନ ସହିତ। ଘଟିଥିଲା।ଶୁକ୍ରବାର ପର୍ଯ୍ୟନ୍ତ, ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପାକିସ୍ତାନର ହାତରେ ଥିଲା। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୨୭୭ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ଟାର୍ଗେଟକୁ ପଛରେ…

Read More

IPL ୟୁଏଇରେ ୧୯ ସେପ୍ଟେମ୍ବରରୁ ଆରମ୍ଭ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର୧୩ ତମ ସିଜନ୍ ବିଷୟରେ ଅଫିସିଆଲ୍ ଘୋଷଣା କରାଯାଇଛି।  ଆଇପିଏଲ୍ ଚେୟାରମ୍ୟାନ୍ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି ଯେ ଆଇପିଏଲ୍ ୨୦୨୦ ସମଗ୍ର ଟୁର୍ନାମେଣ୍ଟ ୟୁଏଇରେ ଖେଳାଯିବ, କାରଣ ଭାରତରେ କରୋନା ଭାଇରସ ମାମଲା  ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ସେ କହିଛନ୍ତି ଯେ ଆଇପିଏଲ ସେପ୍ଟେମ୍ବର ୧୯  ରୁ ଆରମ୍ଭ ହେବ ଏବଂ ନଭେମ୍ବର୮ରେ ଫାଇନାଲ  ମ୍ୟାଚ ଖେଳାଯିବ। ସେ କହିଛନ୍ତି ,ଦୁବାଇ, ଆବୁଧାବି ଏବଂ ଶାରଜା…

Read More